ଦୁର୍ଗତିନାଶିନୀ

ଉଇକିପିଡ଼ିଆ‌ରୁ
(Durgatinashiniରୁ ଲେଉଟି ଆସିଛି)
ଦୁର୍ଗତିନାଶିନୀ
ନିର୍ଦ୍ଦେଶକରାଜା ଦାଶ
ପ୍ରଯୋଜକଅକ୍ଷୟ କୁମାର ପରିଜା
ସଂଳାପଅଂଶୁମାନ ଦାଶ
କୁମାରଶ୍ରୀ ସାହୁ
ଚିତ୍ରନାଟ୍ୟରାଜା ଦାଶ
କାହାଣୀରାଜା ଦାଶ
କଳାକାରଅର୍ଚ୍ଚିତା ସାହୁ
ପାର୍ଥସାରଥୀ ରାୟ
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣପ୍ରତାପ ଚନ୍ଦ୍ର ରାଉତ
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୧୫ ନଭେମ୍ବର ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଦୁର୍ଗତିନାଶିନୀ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା । ଅଂଶୁମାନ ଦାଶ ଓ କୁମାରଶ୍ରୀ ସାହୁ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରାଜ ଦାଶ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ । ପାର୍ଥସାରଥୀ ରାୟ, ଜୀବନ ପଣ୍ଡା, ସୋମା ଭୌମିକ, ଚୌଧୁରୀ ବିକାଶ ଦାସ, ରାଜୀବ ମହାନ୍ତି ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୦ ମସିହାର ନଭେମ୍ବର ୧୫ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ[୨] ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୌରବ ଆନନ୍ଦଲିପ୍ସା ମହାପାତ୍ର ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଦୁର୍ଗତିନାଶିନୀ"ଗୌରବ ଆନନ୍ଦ 
2."ମୋ ଷ୍ଟାଇଲ୍ ଛମା ଛମା"ଲିପ୍ସା ମହାପାତ୍ର 

ଆଧାର[ସମ୍ପାଦନା]

  1. "ରୁପେଲି ପରଦା: ୧୦୦ କୋଟିର ସିନେ କାରବାର ଠପ୍‌ | Sambad". ସମ୍ବାଦ. sambad.in. 19 December 2020. Archived from the original on 20 January 2021. Retrieved 9 January 2022.
  2. ୨.୦ ୨.୧ ୨.୨ "Archita Sahu starrer Odia flick 'Durgatinasini' to release on Diwali". KalingaTV (in English). Bhubaneswar. 11 November 2020. Archived from the original on 8 January 2022. Retrieved 8 January 2022.{{cite news}}: CS1 maint: unrecognized language (link)
  3. Sahu, Diana (2 January 2022). "Partha Sarathi Ray: Odia film industry's new ray of light". The New Indian Express (in English). Retrieved 8 January 2022.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]