ଦୁର୍ଗତିନାଶିନୀ ୨
ଦେଖଣା
ଦୁର୍ଗତିନାଶିନୀ ୨ | |
---|---|
ନିର୍ଦ୍ଦେଶକ | ଅଶ୍ୱିନୀ ତ୍ରିପାଠୀ |
ପ୍ରଯୋଜକ | କ୍ଷୀରୋଦ ପଟ୍ଟନାୟକ |
ସଂଳାପ | ରଜନୀ ରଞ୍ଜନ |
କଳାକାର | ଅର୍ଚ୍ଚିତା ସାହୁ ସମରେଶ ରାଉତରାୟ ସ୍ମିତା ମହାନ୍ତି ପୁଷ୍ପା ପଣ୍ଡା ପିଣ୍ଟୁ ନନ୍ଦ |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | ପ୍ରତାପ ରାଉତ |
ସମ୍ପାଦକ | ମାନସ କୁମାର ସାହୁ |
ମୁକ୍ତିଲାଭ ତାରିଖ | ୧୭ ଅକ୍ଟୋବର ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦୁର୍ଗତିନାଶିନୀ ୨, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ଅଶ୍ୱିନୀ ତ୍ରିପାଠୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ । ସମରେଶ ରାଉତରାୟ, ସ୍ମିତା ମହାନ୍ତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ସୁଜିତ ପାଇକରାୟ, ସୁକାନ୍ତ ରଥ, ଇଲୁ ବାନାର୍ଜୀ, ପପି ସନ୍ତୁକା, ପ୍ରୀତିରାଜ ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକା ଅଭିନୟ କରିଥିଲେ ।
ଏହି କଥାଚିତ୍ରଟି ୧୭ ଅକ୍ଟୋବର ୨୦୨୧ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୨] ୨୦୨୦ ମସିହାରେ ଏହି କଥାଚିତ୍ରଟିର ଅନ୍ୟ ଏକ ଭାଗ ଦୁର୍ଗତିନାଶିନୀ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
[ସମ୍ପାଦନା]- ଅର୍ଚ୍ଚିତା ସାହୁ
- ସମରେଶ ରାଉତରାୟ
- ସ୍ମିତା ମହାନ୍ତି
- ପୁଷ୍ପା ପଣ୍ଡା
- ପିଣ୍ଟୁ ନନ୍ଦ
- ସୁଜିତ ପାଇକରାୟ
- ସୁକାନ୍ତ ରଥ
- ପ୍ରୀତିରାଜ ଶତପଥୀ
- ଇଲୁ ବାନାର୍ଜୀ
- ପପି ସନ୍ତୁକା
- ପ୍ରିୟଙ୍କା ପାଣିଗ୍ରାହୀ[୪]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "Bunch of Odia movies up for grabs this Puja". The Pioneer (in English). Bhubaneswar. 13 October 2021. Retrieved 22 November 2021.
{{cite news}}
: CS1 maint: unrecognized language (link) - ↑ "Durgatinashini 2". Odia Live (in English). 28 October 2021. Retrieved 22 November 2021.
{{cite news}}
: CS1 maint: unrecognized language (link) - ↑ "ପୂଜା ବଜାରରେ ୬ ଓଡ଼ିଆ ଫିଲ୍ମ, ଚ୍ୟାନେଲ୍ ଓ ଓଟିଟିମୁହାଁ ପ୍ରଯୋଜକ | Sambad". ସମ୍ବାଦ. sambad.in. 27 September 2020. Archived from the original on 16 December 2021. Retrieved 16 December 2021.
{{cite news}}
:|archive-date=
/|archive-url=
timestamp mismatch; 8 ନଭେମ୍ବର 2020 suggested (help) - ↑ "ନାୟିକାର ନାଁ ପ୍ରିୟଙ୍କା". ସକାଳ. 17 July 2022. p. ୧୫. Archived from the original on 18 July 2022. Retrieved 18 July 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୁର୍ଗତିନାଶିନୀ ୨