ଦୁର୍ଗତିନାଶିନୀ
ଦୁର୍ଗତିନାଶିନୀ | |
---|---|
ନିର୍ଦ୍ଦେଶକ | ରାଜା ଦାଶ |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା |
ସଂଳାପ | ଅଂଶୁମାନ ଦାଶ କୁମାରଶ୍ରୀ ସାହୁ |
ଚିତ୍ରନାଟ୍ୟ | ରାଜା ଦାଶ |
କାହାଣୀ | ରାଜା ଦାଶ |
କଳାକାର | ଅର୍ଚ୍ଚିତା ସାହୁ ପାର୍ଥସାରଥୀ ରାୟ |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | ପ୍ରତାପ ଚନ୍ଦ୍ର ରାଉତ |
ସମ୍ପାଦକ | ମାନସ କୁମାର ସାହୁ |
ମୁକ୍ତିଲାଭ ତାରିଖ | ୧୫ ନଭେମ୍ବର ୨୦୨୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦୁର୍ଗତିନାଶିନୀ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା । ଅଂଶୁମାନ ଦାଶ ଓ କୁମାରଶ୍ରୀ ସାହୁ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରାଜ ଦାଶ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ । ପାର୍ଥସାରଥୀ ରାୟ, ଜୀବନ ପଣ୍ଡା, ସୋମା ଭୌମିକ, ଚୌଧୁରୀ ବିକାଶ ଦାସ, ରାଜୀବ ମହାନ୍ତି ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୦ ମସିହାର ନଭେମ୍ବର ୧୫ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ଅର୍ଚ୍ଚିତା ସାହୁ - ନିତ୍ୟା ଦାସ
- ପାର୍ଥସାରଥୀ ରାୟ[୩]
- ଜୀବନ ପଣ୍ଡା
- ସୋମା ଭୌମିକ
- ଚୌଧୁରୀ ବିକାଶ ଦାସ
- ରାଜୀବ ମହାନ୍ତି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ ।[୨] ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୌରବ ଆନନ୍ଦ ଓ ଲିପ୍ସା ମହାପାତ୍ର ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଦୁର୍ଗତିନାଶିନୀ" | ଗୌରବ ଆନନ୍ଦ | |
2. | "ମୋ ଷ୍ଟାଇଲ୍ ଛମା ଛମା" | ଲିପ୍ସା ମହାପାତ୍ର |
ଆଧାର
[ସମ୍ପାଦନା]- ↑ "ରୁପେଲି ପରଦା: ୧୦୦ କୋଟିର ସିନେ କାରବାର ଠପ୍ | Sambad". ସମ୍ବାଦ. sambad.in. 19 December 2020. Archived from the original on 20 January 2021. Retrieved 9 January 2022.
- ↑ ୨.୦ ୨.୧ ୨.୨ "Archita Sahu starrer Odia flick 'Durgatinasini' to release on Diwali". KalingaTV (in English). Bhubaneswar. 11 November 2020. Archived from the original on 8 January 2022. Retrieved 8 January 2022.
{{cite news}}
: CS1 maint: unrecognized language (link) - ↑ Sahu, Diana (2 January 2022). "Partha Sarathi Ray: Odia film industry's new ray of light". The New Indian Express (in English). Retrieved 8 January 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୁର୍ଗତିନାଶିନୀ