ଦିୱାନା ହେଲି ତୋ ପାଇଁ
ଦିୱାନା ହେଲି ତୋ ପାଇଁ | |
---|---|
ନିର୍ଦ୍ଦେଶକ | ଶ୍ରୀତମ ଦାସ[୧] |
ପ୍ରଯୋଜକ | ଅଶୋକ କୁମାର ଦାଶ |
ସଂଳାପ | ରଣଜିତ ପଟ୍ଟନାୟକ |
କାହାଣୀ | ରଣଜିତ ପଟ୍ଟନାୟକ |
କଳାକାର | ମୁନ୍ନା ରିୟା ଦେ ସିଦ୍ଧାନ୍ତ ମହାପାତ୍ର ଶ୍ରୀତମ ଦାସ ଉଷସୀ ମିଶ୍ର ପପୁ ପମ ପମ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ମୁକ୍ତିଲାଭ ତାରିଖ | ୧୩ ଅପ୍ରେଲ ୨୦୧୮[୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦିୱାନା ହେଲି ତୋ ପାଇଁ ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଦାସ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ ।[୭] ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅଭିନେତା ଶ୍ରୀତମ ଦାସ ।[୮] ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ମୁନ୍ନା ଏବଂ ରିୟା ଦେ ।[୯][୧୦] ଶ୍ରୀତମ ଦାସ, ସିଦ୍ଧାନ୍ତ ମହାପାତ୍ର[୭], ଉଷାସୀ ମିଶ୍ର, ପପୁ ପମ ପମ, ଦେବୁ ପଟ୍ଟନାୟକ, ପିଙ୍କି ପ୍ରଧାନ, ବ୍ରଜ ସିଂହ, ସାତ୍ୟକି ମିଶ୍ର, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୧] ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ ମୁନ୍ନା ଏବଂ ନିଜେ ଶ୍ରୀତମ ଖଳନାୟକ ଭୂମିକାରେ ଅଭିନୟ କରିବାଥିଲେ ଓ ସିଦ୍ଧାନ୍ତ ମହାପାତ୍ର ଏକ ସହଯୋଗୀ ଭୂମିକାରେ ଅଭିନୟ କରିଥିଲେ ।[୧୨]
ଅଭିନୟ
[ସମ୍ପାଦନା]- ମୁନ୍ନା[୭]
- ରିୟା ଦେ[୧୩][୧୪]
- ସିଦ୍ଧାନ୍ତ ମହାପାତ୍ର
- ଶ୍ରୀତମ ଦାସ
- ଉଷସୀ ମିଶ୍ର
- ପପୁ ପମ ପମ[୧୫][୧୬]
- ଦେବୁ ପଟ୍ଟନାୟକ
- ପିଙ୍କି ପ୍ରଧାନ
- ବ୍ରଜ ସିଂହ
- ସାତ୍ୟକି ମିଶ୍ର
- ଗୁଡ୍ଡୁ
- ଅମର
- ବୁଲୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୧୭]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଟୁକୁମୁସି ଲୋ ଟୁକୁମୁସି" | |
2. | "ଦିୱାନା ହେଲି ତୋ ପାଇଁ" | |
3. | "ରସିଆ ପିଲାଟା ମୁଣ୍ଡରେ ଫୁଲଟା" | |
4. | "ଚାଲିବ ଇସ୍କ" |
ଆଧାର
[ସମ୍ପାଦନା]- ↑ "ହାସ୍ୟରସ ପରିବେଷଣ କରିବେ ଶ୍ରୀତମ୍ ଦାସ , ଜାଣନ୍ତୁ କିପରି". sambad.in. 17 May 2018. Retrieved 6 June 2018.
- ↑ "ଗତ ଦୁଇ ମାସଭିତରେ ଓଲିଉଡରେ କ'ଣ ସବୁ ଘଟିଛି". sambad.in. 1 June 2018. Retrieved 6 June 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ "୨୦ରେ 'ଯୋଗୀ', ୨୭ରେ 'ଶକ୍ତି'". sambad.in. 18 April 2018. Retrieved 6 June 2018.
- ↑ ୭.୦ ୭.୧ ୭.୨ "ସିଦ୍ଧାନ୍ତ ମହାପାତ୍ରଙ୍କର ସାନଭାଇ ଭୂମିକାରେ ଏହି ଦୁଇ ନାୟକ". sambad.in. 11 March 2018. Retrieved 13 March 2018.
- ↑ "ଦିୱାନା ହେଲି ତୋ ପାଇଁ". ସମାଜ. 26 February 2017. Retrieved 28 February 2017.[permanent dead link]
- ↑ "ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍ କରିଛନ୍ତି | Sambad". Sambad. 19 August 2018. Archived from the original on 25 August 2018. Retrieved 31 August 2018.
- ↑ "ପଛରେ ପଡ଼ିଯାଇଛନ୍ତି କି ଓଲିଉଡର ଏହି ନାମୀ ନାୟିକା ?". ସମ୍ବାଦ. 22 October 2017. Retrieved 24 October 2017.
- ↑ "ବାହୁଡ଼ିଲେ ଜଗା-ବଳିଆ". ସମାଜ. 13 May 2017. Retrieved 19 May 2018.[permanent dead link]
- ↑ "ସିଦ୍ଧାନ୍ତ-ଶ୍ରୀତମ ପୁଣି ବାହୁଡ଼ିବେ". ସମାଜ. 22 October 2017. Retrieved 22 October 2017.[permanent dead link]
- ↑ "ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ'ଣ | Sambad". Sambad. 10 September 2018. Archived from the original on 14 September 2018. Retrieved 10 September 2018.
- ↑ "କାହିଁକି ଏହି ନାୟକ ଏବେ ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 19 August 2020. Retrieved 2 October 2018.
{{cite news}}
: no-break space character in|title=
at position 8 (help)CS1 maint: unrecognized language (link) - ↑ "ଜାଣନ୍ତୁ କେଉଁ ଓଲିଉଡ୍ ନାୟକଙ୍କ ମାମୁ ପପୁ ପମ୍ପମ୍ !". sambad.in. 17 January 2018. Archived from the original on 22 January 2018. Retrieved 1 February 2018.
- ↑ "ପୁରୁଣା ରୂପରେ ଆସୁୁଛନ୍ତି ପୁଣି ପପୁ ପମ୍ପମ୍ | Sambad". Sambad (in Odia). Odisha. 20 September 2018. Archived from the original on 25 September 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦିୱାନା ହେଲି ତୋ ପାଇଁ