ଦୀପୁ ଦ ଡ୍ୟାନ୍ସବୟ
ଦୀପୁ ଦ ଡ୍ୟାନ୍ସବୟ | |
---|---|
ନିର୍ଦ୍ଦେଶକ | ଅରୁଣ ଦାସ |
ପ୍ରଯୋଜକ | ମନୋଜ କୁମାର ରାଉତ |
ସଂଳାପ | ଅରୁଣ ଦାସ |
ଚିତ୍ରନାଟ୍ୟ | ଅରୁଣ ଦାସ |
କାହାଣୀ | ଅରୁଣ ଦାସ |
କଳାକାର | ମନୋଜ ରାଉତ ଏଲ୍ସା ବବି ମିଶ୍ର କୋଏଲ ବାନାର୍ଜୀ ମୀନକେତନ ଚୌଧୁରୀ ବିକାଶ ଦାସ ପ୍ରଜ୍ଞା ଖଟୁଆ |
ସଙ୍ଗୀତ | ପ୍ରେମ ଆନନ୍ଦ |
ମୁକ୍ତିଲାଭ ତାରିଖ | ୪ ମାର୍ଚ୍ଚ ୨୦୧୮[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦୀପୁ ଦ ଡ୍ୟାନ୍ସବୟ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମନୋଜ ରାଉତ ।[୬][୭] ଅରୁଣ ସାହୁ ଏହି କଥାଚିତ୍ରଟିର କାହାଣୀ, ସଂଳାପ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୮][୯] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ମନୋଜ କୁମାର ରାଉତ[୧୦] ଏବଂ ବଙ୍ଗୀୟ ନାୟିକା ନବାଗତା ଏଲ୍ସା ।[୧୧] ମନୋଜ, ଜଣେ ଛଉ ନୃତ୍ୟକାର । ସେ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୮] ବବି ମିଶ୍ର, କୋଏଲ ବାନାର୍ଜୀ, ମୀନକେତନ, ଚୌଧୁରୀ ବିକାଶ ଦାସ, ଦେବୁ ବ୍ରହ୍ମା, ପ୍ରଜ୍ଞା ଖଟୁଆ, ହାଡ଼ୁ, ଥିନ୍, ବନମାଳୀ ପାଣ୍ଡିଆ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୨] ଏହି ଚଳଚ୍ଚିତ୍ରଟିକୁ ୟୁ/ଏ ସାର୍ଟିଫିକେଟ୍ ମିଳିଥିଲା ।[୧୩]
ଅଭିନୟ
[ସମ୍ପାଦନା]- ମନୋଜ କୁମାର ରାଉତ[୧୪]
- ଏଲ୍ସା ଘୋଷ[୧୫][୧୬] - ସୋମ୍ୟା[୧୭]
- ବବି ମିଶ୍ର[୧୮][୧୯]
- କୋଏଲ ବାନାର୍ଜୀ[୨୦]
- ମୀନକେତନ
- ଚୌଧୁରୀ ବିକାଶ ଦାସ
- ଦେବୁ ବ୍ରହ୍ମା
- ପ୍ରଜ୍ଞା ଖଟୁଆ
- ହାଡ଼ୁ
- ଥିନ୍
- ବନମାଳୀ ପାଣ୍ଡିଆ
- ଓମ୍ ବିଶ୍ୱାଳ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଆସିଚି ଆସିଚି ହୋଲି" | ||
2. | "ଦୀପୁ ଦ ଡ୍ୟାନ୍ସବୟ" | ||
3. | "ହାଇଲା ହାଇଲା ହୁଆ ହୁଆ" | ||
4. | "ଲଭ୍ଲି ଲଭ୍ଲି" | ||
5. | "ଝାପ୍ସା ଝାପ୍ସା" | ହ୍ୟୁମାନ ସାଗର |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଆଜି ଶୁଭମୁକ୍ତି: ' ଦୀପୁ ଦ ଡ୍ୟାନ୍ସ ବୟ'". sambad.in. 4 March 2018. Retrieved 5 March 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 1 April 2018. Retrieved 2 April 2018.
- ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
- ↑ "ଏମାନେ କେବଳ ଓଲିଉଡର ନବାଗତ ନାୟକ ନୁହନ୍ତି , ଜାଣନ୍ତୁ ଆଉ କ'ଣ". ସମ୍ବାଦ. ଭୁବନେଶ୍ୱର: sambad.in. 30 June 2018. Archived from the original on 14 December 2022. Retrieved 14 December 2022.
- ↑ ୮.୦ ୮.୧ ""Dipu The Dance Boy", Upcoming Odia Movie Direction By Arun Das". E News ଓଡ଼ିଆ. 12 September 2016. Retrieved 30 October 2017.
- ↑ "Dipu the Dance Boy". www.nuaodisha.com. Retrieved 30 October 2017.
- ↑ "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
- ↑ ୧୧.୦ ୧୧.୧ "ଆସୁଛନ୍ତି ଏଲ୍ସା". ସମାଜ. 30 October 2017. Retrieved 30 October 2017.[permanent dead link]
- ↑ "Dipu The Dance Boy Odia Movie 2017 Asichi Asichi Holi Song Making Visuals Bytes Cinecritics". www.quizeando.com. Archived from the original on 3 November 2017. Retrieved 30 October 2017.
- ↑ "'ଦୀପୁ ଦ ଡ୍ୟାନ୍ସ ବୟ'କୁ ମିଳିଲା ଏହି ସେନସର ସାର୍ଟିଫିକେଟ୍". sambad.in. 6 February 2018. Retrieved 17 February 2018.
- ↑ Satapathy, Saranga. "Dipu the Dance Boy Odia Movie Video Song,Trailer,Poster,Release Date,Cast and Crew Details". Odia99.com. Retrieved 30 October 2017.
- ↑ "ଜ୍ୟୋତିଙ୍କ ସହ ଏଲ୍ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "ଏହି ଓଲିଉଡ ନାୟିକା ଏବେ ପ୍ଲସ ଟୁ ସେକେଣ୍ଡ ଇଅର୍ର ଛାତ୍ରୀ | Sambad". Sambad. 17 August 2018. Archived from the original on 20 August 2018. Retrieved 31 August 2018.
- ↑ "ଓଲିଉଡ ନାୟିକା ଏଲସାଙ୍କର କାହା ଉପରେ ଆଦୌ ନିୟନ୍ତ୍ରଣ ନାହିଁ ଜାଣନ୍ତି କି ! | Sambad". Sambad (in Odia). Odisha. 24 September 2018. Archived from the original on 1 October 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
- ↑ "ଏହି ନବାଗତଙ୍କ ନାୟିକା ବନିଛନ୍ତି କୋଏଲ୍". sambad.in. 26 April 2018. Retrieved 6 June 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୀପୁ ଦ ଡ୍ୟାନ୍ସବୟ