ଦୀପୁ ଦ ଡ୍ୟାନ୍ସବୟ

ଉଇକିପିଡ଼ିଆ‌ରୁ
ଦୀପୁ ଦ ଡ୍ୟାନ୍ସବୟ
ନିର୍ଦ୍ଦେଶକଅରୁଣ ଦାସ
ପ୍ରଯୋଜକମନୋଜ କୁମାର ରାଉତ
ସଂଳାପଅରୁଣ ଦାସ
ଚିତ୍ରନାଟ୍ୟଅରୁଣ ଦାସ
କାହାଣୀଅରୁଣ ଦାସ
କଳାକାରମନୋଜ ରାଉତ
ଏଲ୍‌ସା
ବବି ମିଶ୍ର
କୋଏଲ ବାନାର୍ଜୀ
ମୀନକେତନ
ଚୌଧୁରୀ ବିକାଶ ଦାସ
ପ୍ରଜ୍ଞା ଖଟୁଆ
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୪ ମାର୍ଚ୍ଚ ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ଦୀପୁ ଦ ଡ୍ୟାନ୍ସବୟ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମନୋଜ ରାଉତ ।[୬][୭] ଅରୁଣ ସାହୁ ଏହି କଥାଚିତ୍ରଟିର କାହାଣୀ, ସଂଳାପ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୮][୯] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ମନୋଜ କୁମାର ରାଉତ[୧୦] ଏବଂ ବଙ୍ଗୀୟ ନାୟିକା ନବାଗତା ଏଲ୍‌ସା ।[୧୧] ମନୋଜ, ଜଣେ ଛଉ ନୃତ୍ୟକାର । ସେ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୮] ବବି ମିଶ୍ର, କୋଏଲ ବାନାର୍ଜୀ, ମୀନକେତନ, ଚୌଧୁରୀ ବିକାଶ ଦାସ, ଦେବୁ ବ୍ରହ୍ମା, ପ୍ରଜ୍ଞା ଖଟୁଆ, ହାଡ଼ୁ, ଥିନ୍, ବନମାଳୀ ପାଣ୍ଡିଆ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧୨] ଏହି ଚଳଚ୍ଚିତ୍ରଟିକୁ ୟୁ/ଏ ସାର୍ଟିଫିକେଟ୍ ମିଳିଥିଲା ।[୧୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧୧]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଆସିଚି ଆସିଚି ହୋଲି"  
2."ଦୀପୁ ଦ ଡ୍ୟାନ୍ସବୟ"  
3."ହାଇଲା ହାଇଲା ହୁଆ ହୁଆ"  
4."ଲଭ୍‌ଲି ଲଭ୍‌ଲି"  
5."ଝାପ୍‌ସା ଝାପ୍‌ସା"ହ୍ୟୁମାନ ସାଗର 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଆଜି ଶୁଭମୁକ୍ତି: ' ଦୀପୁ ଦ ଡ୍ୟାନ୍ସ ବୟ'". sambad.in. 4 March 2018. Retrieved 5 March 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  3. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  4. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  5. "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 1 April 2018. Retrieved 2 April 2018.
  6. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  7. "ଏମାନେ କେବଳ ଓଲିଉଡର ନବାଗତ ନାୟକ ନୁହନ୍ତି , ଜାଣନ୍ତୁ ଆଉ କ'ଣ". ସମ୍ବାଦ. ଭୁବନେଶ୍ୱର: sambad.in. 30 June 2018. Archived from the original on 14 December 2022. Retrieved 14 December 2022.
  8. ୮.୦ ୮.୧ ""Dipu The Dance Boy", Upcoming Odia Movie Direction By Arun Das". E News ଓଡ଼ିଆ. 12 September 2016. Retrieved 30 October 2017.
  9. "Dipu the Dance Boy". www.nuaodisha.com. Retrieved 30 October 2017.
  10. "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
  11. ୧୧.୦ ୧୧.୧ "ଆସୁଛନ୍ତି ଏଲ୍‌ସା". ସମାଜ. 30 October 2017. Retrieved 30 October 2017.[permanent dead link]
  12. "Dipu The Dance Boy Odia Movie 2017 Asichi Asichi Holi Song Making Visuals Bytes Cinecritics". www.quizeando.com. Archived from the original on 3 November 2017. Retrieved 30 October 2017.
  13. "'ଦୀପୁ ଦ ଡ୍ୟାନ୍ସ ବୟ'କୁ ମିଳିଲା ଏହି ସେନସର ସାର୍ଟିଫିକେଟ୍‌". sambad.in. 6 February 2018. Retrieved 17 February 2018.
  14. Satapathy, Saranga. "Dipu the Dance Boy Odia Movie Video Song,Trailer,Poster,Release Date,Cast and Crew Details". Odia99.com. Retrieved 30 October 2017.
  15. "ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.{{cite news}}: CS1 maint: unrecognized language (link)
  16. "ଏହି ଓଲିଉଡ ନାୟିକା ଏବେ ପ୍ଲସ ଟୁ ସେକେଣ୍ଡ ଇଅର୍‌ର ଛାତ୍ରୀ | Sambad". Sambad. 17 August 2018. Archived from the original on 20 August 2018. Retrieved 31 August 2018.
  17. "ଓଲିଉଡ ନାୟିକା ଏଲସାଙ୍କର କାହା ଉପରେ ଆଦୌ ନିୟନ୍ତ୍ରଣ ନାହିଁ ଜାଣନ୍ତି କି ! | Sambad". Sambad (in Odia). Odisha. 24 September 2018. Archived from the original on 1 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  18. "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  19. "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
  20. "ଏହି ନବାଗତଙ୍କ ନାୟିକା ବନିଛନ୍ତି କୋଏଲ୍‌". sambad.in. 26 April 2018. Retrieved 6 June 2018.

ବାହାର ଆଧାର[ସମ୍ପାଦନା]