ଦିଲ୍ ମୋର ମାନେନା
ଦିଲ୍ ମୋର ମାନେନା | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | ବାପୁନ କୁମାର, ଛବିତା ମାର୍ଥା |
ସଂଳାପ | ବିଜୟ ରାଉଳ |
ଚିତ୍ରନାଟ୍ୟ | ହିମାଳୟ ପୃଷ୍ଟି |
କାହାଣୀ | ହିମାଂଶୁ ପରିଜା |
କଳାକାର | ସ୍ୱରାଜ ବାରିକ ଶିବାନୀ ସଙ୍ଗୀତା ହରିହର ମହାପାତ୍ର ସଲିଲ ମିତ୍ର ମିହିର ଦାସ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଶୁଭମ |
ସମ୍ପାଦକ | ରାଜେଶ ଦାସ |
ମୁକ୍ତିଲାଭ ତାରିଖ | ୧୦ ଜୁନ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦିଲ୍ ମୋର ମାନେନା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାପୁନ କୁମାର ଓ ଛବିତା ମାର୍ଥା ।[୨] ବିଜୟ ରାଉଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ନିର୍ଦ୍ଦେଶକ ହିମାଂଶୁ ପରିଜା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଓ ଶିବାନୀ ସଙ୍ଗୀତା ।[୫][୬] ହରିହର ମହାପାତ୍ର, ସଲିଲ ମିତ୍ର, ମିହିର ଦାସ, ଜୀବନ ପଣ୍ଡା, ବିଦୁସ୍ମିତା, ଉଷସୀ ମିଶ୍ର, ଶ୍ରୀଧର ମାର୍ଥା ଆଦି କଳାକାରମାନ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୭] ଏହି କଥାଚିତ୍ରଟିର ୨୦୨୨ ମସିହାର ଜୁନ ୧୦ ତାରିଖରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
[ସମ୍ପାଦନା]- ସ୍ୱରାଜ ବାରିକ
- ଶିବାନୀ ସଙ୍ଗୀତା
- ହରିହର ମହାପାତ୍ର
- ସଲିଲ ମିତ୍ର
- ମିହିର ଦାସ
- ଜୀବନ ପଣ୍ଡା
- ବିଦୁସ୍ମିତା
- ଉଷସୀ ମିଶ୍ର
- ଶ୍ରୀଧର ମାର୍ଥା[୭]
- ଗୁଡ୍ଡୁ
- ଅମର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୨] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଶ୍ୱଜିତ ମହାପାତ୍ର, ଆଶୁତୋଷ ମହାନ୍ତି, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "କାହିଁକି ହେଲା" | ସୁବ୍ରତ ସାଇଁ | ସବିଶେଷ ମିଶ୍ର, ଅନନ୍ୟା ଶ୍ରୀତମ ନନ୍ଦ | ୦୪:୩୨ |
2. | "ଝୁଲ୍ ବେବି ଝୁଲ୍" | ନିର୍ମଳ ନାୟକ | ଆଶୁତୋଷ ମହାନ୍ତି, ଦୀପ୍ତିରେଖା ପାଢ଼ୀ | |
3. | "ଦିଲ୍ ମୋର ମାନେନା" | ବସନ୍ତରାଜ ସାମଲ | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ | ୦୩:୪୩ |
4. | "ତୋର ହାଲ୍କା ହାଲ୍କା ହସ" | ସୁବ୍ରତ ସାଇଁ | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | ୦୫:୦୪ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୨.୦ ୨.୧ "ଆଜି ମୁକ୍ତିଲାଭ କରୁଛି ସ୍ୱରାଜ-ଶିବାନୀ ଯୋଡ଼ିର 'ଦିଲ୍ ମୋର ମାନେନା' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 10 June 2022. Archived from the original on 11 June 2022. Retrieved 11 June 2022.
- ↑ "ସିନେ ଦୁନିଆରେ ରଜ ଉତ୍ସବ, ଫିଲ୍ମ ଫ୍ରାଇଡେ ରିଲିଜ୍ କଲା 'ଦିଲ୍ ମୋର ମାନେନା' ଓ 'ଗୁପ୍ଚୁପ୍'". Prameya. ଭୁବନେଶ୍ୱର. 10 June 2022. Archived from the original on 11 June 2022. Retrieved 11 June 2022.
- ↑ ୪.୦ ୪.୧ Dil Mora Manena Movie: Showtimes, Review, Trailer, Posters, News & Videos | eTimes, retrieved 2022-06-11
- ↑ "ପାଖେଇ ଆସୁଛି ରଜ, ଚାରିଆଡେ ଉତ୍ସବର ମାହୋଲ୍". Argus News. 9 June 2022. Archived from the original on 11 June 2022. Retrieved 11 June 2022.
- ↑ "ଏବେଠୁ ରଜ ସଜବାଜ". ପ୍ରମେୟ. No. ଭୁବନେଶ୍ୱର. 30 March 2022. p. 20. Archived from the original on 6 January 2023. Retrieved 6 January 2023.
- ↑ ୭.୦ ୭.୧ "ରଜରେ କରିବ ରାଜ୍: ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ଦିଲ୍ ମୋର ମାନେନା' | Kanak News". Kanak News. kanaknews.com. 10 June 2022. Archived from the original on 11 June 2022. Retrieved 11 June 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦିଲ୍ ମୋର ମାନେନା