ଅନୁପମା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Anupama (Odia Film)ରୁ ଲେଉଟି ଆସିଛି)
ଅନୁପମା
ନିର୍ଦ୍ଦେଶକବିଜୟ କେତନ ମିଶ୍ର
କଳାକାରମିହିର ଦାସ
ବିଜୟ ମହାନ୍ତି
ସସ୍ମିତା ପ୍ରଧାନ
ସଙ୍ଗୀତରାହୁଲ ଦେବ ବର୍ମଣ
ମୁକ୍ତିଲାଭ ତାରିଖ
୧୯୯୩
କଥାଚିତ୍ରର ସମୟ
୯୦ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଅନୁପମା, ୧୯୯୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିଜୟ କେତନ ମିଶ୍ର । ସଙ୍ଗୀତ ନିର୍ଦ୍ଦେଶକ ରାହୁଲ ଦେବ ବର୍ମଣ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମିହିର ଦାସ, ବିଜୟ ମହାନ୍ତି, ସସ୍ମିତା ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାହୁଲ ଦେବ ବର୍ମଣ । ବାବ୍‌ଲା, ଗୀତା ଦାଶ, ତୃପ୍ତି ଦାସ, କବିତା କ୍ରିଷ୍ଣମୂର୍ତ୍ତୀ, ଅମିତ କୁମାର, ଦେବାଶିଷ ମହାପାତ୍ର, ଜଲି ମୁଖାର୍ଜୀ, କୁମାର ଶାନ୍ତନୁ, ଅଲ୍କା ଅଗ୍ନି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7. 11 January 2022. Archived from the original on 25 April 2023. Retrieved 23 June 2023.

ବାହାର ଆଧାର[ସମ୍ପାଦନା]