ଅନୁପମା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ଅନୁପମା
ନିର୍ଦ୍ଦେଶକବିଜୟ କେତନ ମିଶ୍ର
ସଂଳାପ(ସଂଳାପ):
କଳାକାରମିହିର ଦାସ
ବିଜୟ ମହାନ୍ତି
ସସ୍ମିତା ପ୍ରଧାନ
ସଙ୍ଗୀତରାହୁଲ ଦେବ ବର୍ମଣ
ମୁକ୍ତିଲାଭ ତାରିଖ
୧୯୯୩
କଥାଚିତ୍ରର ସମୟ
୯୦ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଅନୁପମା, ୧୯୯୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିଜୟ କେତନ ମିଶ୍ର । ସଙ୍ଗୀତ ନିର୍ଦ୍ଦେଶକ ରାହୁଲ ଦେବ ବର୍ମଣ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାହୁଲ ଦେବ ବର୍ମଣ । ବାବ୍‌ଲା, ଗୀତା ଦାଶ, ତୃପ୍ତି ଦାସ, କବିତା କ୍ରିଷ୍ଣମୂର୍ତ୍ତୀ, ଅମିତ କୁମାର, ଦେବାଶିଷ ମହାପାତ୍ର, ଜଲି ମୁଖାର୍ଜୀ, କୁମାର ଶାନ୍ତନୁ, ଅଲ୍କା ଅଗ୍ନି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]