ଅଜାତଶତ୍ରୁ (ଓଡ଼ିଆ କଥାଚିତ୍ର)
ଅଜାତଶତ୍ରୁ | |
---|---|
ନିର୍ଦ୍ଦେଶକ | ବିଭୂତି ଭୂଷଣ ମହାପାତ୍ର |
ପ୍ରଯୋଜକ | ସୋହମ ସିଂହ |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ବିଭୂତି ଭୂଷଣ ମହାପାତ୍ର |
କାହାଣୀ | ବିଭୂତି ଭୂଷଣ ମହାପାତ୍ର |
କଳାକାର | ସୋହମ ଦେବଯାନୀ ସ୍ୱାଧୀ ମନୋଜ ମିଶ୍ର ଶକ୍ତି ବରାଳ ପ୍ରଜ୍ଞା କାଳୀ |
ସଙ୍ଗୀତ | ବିଭୂତି ଭୂଷଣ ମହାପାତ୍ର |
ଚିତ୍ରଗ୍ରହଣ | ପ୍ରସନ୍ନ କୁମାର ବେହେରା |
କଥାଚିତ୍ରର ସମୟ | ୨୩ ମାର୍ଚ୍ଚ ୨୦୧୮[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଜାତଶତ୍ରୁ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୧] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ସୋହମ ସିଂହ ।[୬][୭] ନିର୍ଦ୍ଦେଶକ ବିଭୂତି ଭୂଷଣ ମହାପାତ୍ର ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଡଃ ନିର୍ମଳ ନାୟକ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ।[୮] ବିଭୂତି ଭୂଷଣ ମହାପାତ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।[୯]
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ ସୋହମ[୧୦] ଏବଂ ନାୟିକା ଦେବଯାନୀ[୧୧] । ନବାଗତା ସ୍ୱାଧୀ ସିଂହ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୨] ମନୋଜ ମିଶ୍ର, ଶକ୍ତି ବରାଳ, ପ୍ରଜ୍ଞା ଖଟୁଆ, କାଳୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୧୩][୫]
ଅଭିନୟ
[ସମ୍ପାଦନା]- ସୋହମ ସିଂହ[୧୪][୧୫][୧୬]
- ଦେବଯାନୀ[୧୭]
- ସାଧଭି ସିଂହ
- ମନୋଜ ମିଶ୍ର
- ଶକ୍ତି ବରାଳ
- ପ୍ରଜ୍ଞା ଖଟୁଆ
- କାଳୀ
ବିବାଦ
[ସମ୍ପାଦନା]ଏହି କଥାଚିତ୍ରରେ ଅଭିନୟ କରୁଥିବା କଳାକାର ବିଶ୍ୱ ଏବଂ ମୀରାଙ୍କ ସହ ପ୍ରଯୋଜକ ସୋହମ ସିଂହଙ୍କର ଟଙ୍କା ଉପରେ ପଇସା ବିବାଦ ଉପୁଜିଥିଲା । ସୋହମଙ୍କର ସାଥୀ ବିଶ୍ୱଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ମୀରାଙ୍କୁ ସୋହମ ଦୁର୍ବବହାର କରିଥିଲେ ।[୬] ଏହାକୁ ଭିତ୍ତି କରି ଖଣ୍ଡଗିତି ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥିଲା ।[୧୮]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ମହାପାତ୍ର ।[୯] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୯] ଅଭିଜିତ ମଜୁମଦାର, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଆଜି ଶୁଭମୁକ୍ତି : 'ଅଜାତଶତ୍ରୁ'". sambad.in. 23 March 2018. Retrieved 23 March 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ ୫.୦ ୫.୧ "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 1 April 2018. Retrieved 2 April 2018.
- ↑ ୬.୦ ୬.୧ "'ଅଜାତଶତ୍ରୁ'ର ସୁଟିଂ ସେଟରେ ଗଣ୍ଡଗୋଳ ! ସମୟ ଓ ପାଉଣା ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଯୋଜକଙ୍କ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ". Kanak News. 23 June 2017. Retrieved 29 August 2017.
- ↑ "ଏମାନେ କେବଳ ଓଲିଉଡର ନବାଗତ ନାୟକ ନୁହନ୍ତି , ଜାଣନ୍ତୁ ଆଉ କ'ଣ". ସମ୍ବାଦ. ଭୁବନେଶ୍ୱର: sambad.in. 30 June 2018. Archived from the original on 14 December 2022. Retrieved 14 December 2022.
- ↑ ""AjatShatru" Upcoming Odia Film Mahurat Held At Bhubaneswar". E News ଓଡ଼ିଆ. 14 March 2017. Retrieved 29 August 2017.
- ↑ ୯.୦ ୯.୧ ୯.୨ "ଅଜାତଶତ୍ରୁ". ସମାଜ. 27 August 2017. Retrieved 29 August 2017.[permanent dead link]
- ↑ "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
- ↑ "ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦାକୁ ଆସୁଛି". E News ଓଡ଼ିଆ. 12 July 2017. Retrieved 29 August 2017.
- ↑ "ଆସୁଛି 'ଅଜାତଶତ୍ରୁ'". ସମାଜ. 18 March 2018. Retrieved 18 March 2018.[permanent dead link]
- ↑ "ସାବାସ୍ ସୋହମ୍". ସମାଜ. ୧ April 2018. Retrieved 2 April 2018.
{{cite news}}
: Check date values in:|date=
(help)[permanent dead link] - ↑ "ରାଉଡ଼ି ରାଜା | Sambad". ସମ୍ବାଦ. sambad.in. 26 July 2021. Archived from the original on 4 January 2022. Retrieved 4 January 2022.
- ↑ "ଓଡ଼ିଆ ସିନେମା 'ଲଭ୍ ୟୁ ପ୍ରିୟା'କୁ ମିଳିଲା 'ୟୁ' ସେନସର୍ ପ୍ରମାଣପତ୍ର । | Kanak Lifestyle". Kanak News. Kanak Lifestyle. 17 January 2020. Archived from the original on 4 January 2022. Retrieved 4 January 2022.
- ↑ "ସାବାସ୍ ସୋହମ". ସମାଜ. No. ରବିବାର. 9 April 2023. p. 8. Archived from the original on 17 April 2023. Retrieved 17 April 2023.
- ↑ "ଦେବଯାନୀଙ୍କ ଚମକ". ସମାଜ. 16 October 2017. Retrieved 16 October 2017.[permanent dead link]
- ↑ [ପାରିଶ୍ରମିକ ମାଗିବାରୁ କୋ-ଆର୍ଟିଷ୍ଟଙ୍କୁ ‘ଅଜାତଶତ୍ରୁ’ର ପ୍ରଡ୍ୟୁସର ସୋହମ ସିଂହ ମାଡ଼ ମାରିଥିବା ଅଭିଯୋଗ; ଖଣ୍ଡଗିରି ଥାନାରେ ମାମଲା ରୁଜୁ, ତଦନ୍ତ ଆରମ୍ଭ "odishareporter.in/breaking/producer-in-problem/"]. Odia Repoter. 23 June 2017. Retrieved 29 August 2017.
{{cite news}}
: Check|url=
value (help) - ↑ ୧୯.୦ ୧୯.୧ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଜାତଶତ୍ରୁ