ଅଜାତଶତ୍ରୁ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଅଜାତଶତ୍ରୁ
ନିର୍ଦ୍ଦେଶକବିଭୂତି ଭୂଷଣ ମହାପାତ୍ର
ପ୍ରଯୋଜକସୋହମ ସିଂହ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟବିଭୂତି ଭୂଷଣ ମହାପାତ୍ର
କାହାଣୀବିଭୂତି ଭୂଷଣ ମହାପାତ୍ର
କଳାକାରସୋହ‌ମ
ଦେବଯାନୀ
ସ୍ୱାଧୀ
ମନୋଜ ମିଶ୍ର
ଶକ୍ତି ବରାଳ
ପ୍ରଜ୍ଞା
କାଳୀ
ସଙ୍ଗୀତବିଭୂତି ଭୂଷଣ ମହାପାତ୍ର
ଚିତ୍ରଗ୍ରହଣପ୍ରସନ୍ନ କୁମାର ବେହେରା
କଥାଚିତ୍ରର ସମୟ
୨୩ ମାର୍ଚ୍ଚ ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ଅଜାତଶତ୍ରୁ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୧] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ସୋହମ ସିଂହ ।[୬][୭] ନିର୍ଦ୍ଦେଶକ ବିଭୂତି ଭୂଷଣ ମହାପାତ୍ର ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଡଃ ନିର୍ମଳ ନାୟକ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ।[୮] ବିଭୂତି ଭୂଷଣ ମହାପାତ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେବା ସ‌ହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।[୯]

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ ସୋହମ[୧୦] ଏବଂ ନାୟିକା ଦେବଯାନୀ[୧୧] । ନବାଗତା ସ୍ୱାଧୀ ସିଂହ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୨] ମନୋଜ ମିଶ୍ର, ଶକ୍ତି ବରାଳ, ପ୍ରଜ୍ଞା ଖଟୁଆ, କାଳୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୧୩][୫]

ଅଭିନୟ[ସମ୍ପାଦନା]

ବିବାଦ[ସମ୍ପାଦନା]

ଏହି କଥାଚିତ୍ରରେ ଅଭିନୟ କରୁଥିବା କଳାକାର ବିଶ୍ୱ ଏବଂ ମୀରାଙ୍କ ସ‌ହ ପ୍ରଯୋଜକ ସୋହମ ସିଂହଙ୍କର ଟଙ୍କା ଉପରେ ପଇସା ବିବାଦ ଉପୁଜିଥିଲା । ସୋହମଙ୍କର ସାଥୀ ବିଶ୍ୱଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ମୀରାଙ୍କୁ ସୋହମ ଦୁର୍ବବ‌ହାର କରିଥିଲେ ।[୬] ଏହାକୁ ଭିତ୍ତି କରି ଖଣ୍ଡଗିତି ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥିଲା ।[୧୮]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ମହାପାତ୍ର ।[୯] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୯] ଅଭିଜିତ ମଜୁମଦାର, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୯]


ଆଧାର[ସମ୍ପାଦନା]

  1. ୧.୦ ୧.୧ "ଆଜି ଶୁଭମୁକ୍ତି : 'ଅଜାତଶତ୍ରୁ'". sambad.in. 23 March 2018. Retrieved 23 March 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  3. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  4. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  5. ୫.୦ ୫.୧ "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 1 April 2018. Retrieved 2 April 2018.
  6. ୬.୦ ୬.୧ "'ଅଜାତଶତ୍ରୁ'ର ସୁଟିଂ ସେଟରେ ଗଣ୍ଡଗୋଳ ! ସମୟ ଓ ପାଉଣା ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଯୋଜକଙ୍କ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ". Kanak News. 23 June 2017. Retrieved 29 August 2017.
  7. "ଏମାନେ କେବଳ ଓଲିଉଡର ନବାଗତ ନାୟକ ନୁହନ୍ତି , ଜାଣନ୍ତୁ ଆଉ କ'ଣ". ସମ୍ବାଦ. ଭୁବନେଶ୍ୱର: sambad.in. 30 June 2018. Archived from the original on 14 December 2022. Retrieved 14 December 2022.
  8. ""AjatShatru" Upcoming Odia Film Mahurat Held At Bhubaneswar". E News ଓଡ଼ିଆ. 14 March 2017. Retrieved 29 August 2017.
  9. ୯.୦ ୯.୧ ୯.୨ "ଅଜାତଶତ୍ରୁ". ସମାଜ. 27 August 2017. Retrieved 29 August 2017.[permanent dead link]
  10. "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
  11. "ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦାକୁ ଆସୁଛି". E News ଓଡ଼ିଆ. 12 July 2017. Retrieved 29 August 2017.
  12. "ଆସୁଛି 'ଅଜାତଶତ୍ରୁ'". ସମାଜ. 18 March 2018. Retrieved 18 March 2018.[permanent dead link]
  13. "ସାବାସ୍ ସୋହମ୍". ସମାଜ. ୧ April 2018. Retrieved 2 April 2018. {{cite news}}: Check date values in: |date= (help)[permanent dead link]
  14. "ରାଉଡ଼ି ରାଜା | Sambad". ସମ୍ବାଦ. sambad.in. 26 July 2021. Archived from the original on 4 January 2022. Retrieved 4 January 2022.
  15. "ଓଡ଼ିଆ ସିନେମା 'ଲଭ୍ ୟୁ ପ୍ରିୟା'କୁ ମିଳିଲା 'ୟୁ' ସେନସର୍ ପ୍ରମାଣପତ୍ର । | Kanak Lifestyle". Kanak News. Kanak Lifestyle. 17 January 2020. Archived from the original on 4 January 2022. Retrieved 4 January 2022.
  16. "ସାବାସ୍ ସୋହମ". ସମାଜ. No. ରବିବାର. 9 April 2023. p. 8. Archived from the original on 17 April 2023. Retrieved 17 April 2023.
  17. "ଦେବଯାନୀଙ୍କ ଚମକ". ସମାଜ. 16 October 2017. Retrieved 16 October 2017.[permanent dead link]
  18. [ପାରିଶ୍ରମିକ ମାଗିବାରୁ କୋ-ଆର୍ଟିଷ୍ଟଙ୍କୁ ‘ଅଜାତଶତ୍ରୁ’ର ପ୍ରଡ୍ୟୁସର ସୋହମ ସିଂହ ମାଡ଼ ମାରିଥିବା ଅଭିଯୋଗ; ଖଣ୍ଡଗିରି ଥାନାରେ ମାମଲା ରୁଜୁ, ତଦନ୍ତ ଆରମ୍ଭ "odishareporter.in/breaking/producer-in-problem/"]. Odia Repoter. 23 June 2017. Retrieved 29 August 2017. {{cite news}}: Check |url= value (help)
  19. ୧୯.୦ ୧୯.୧ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.

ବାହାର ଆଧାର[ସମ୍ପାଦନା]