ସର୍ବସାଧାରଣ
ଦେଖଣା
| ପ୍ରକାଶକ | ସତ୍ୟ ପ୍ରିୟ ଜୟସଂହ |
|---|---|
| ସମ୍ପାଦକ | ହରପ୍ରସାଦ ପରିଚ୍ଛା ପଟ୍ଟନାୟକ |
| ସମ୍ବାଦ ସମ୍ପାଦକ | ଗଣେଶ ପ୍ରସାଦ ନାୟକ |
| ଭାଷା | ଓଡ଼ିଆ |
| ମୁଖ୍ୟାଳୟ | ଭୁବନେଶ୍ୱର |
| Sister newspapers | ଶିଶିର |
| ୱେବସାଇଟ | www.sarbasadharana.com |
ସର୍ବସାଧାରଣ ଦୈନିକ ପ୍ରକାଶିତ ହେଉଥିବା ଏକ ଓଡ଼ିଆ ଖବରକାଗଜ । ପ୍ରତିଦିନ ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ଜୟପୁର, ପୁରୀ, ରାଉରକେଲା ଏବଂ ସମ୍ବଲପୁରରୁ ସର୍ବସାଧାରଣ ଖବରକାଗଜ ପ୍ରକାଶିତ ହେଉଛି ।