ସଂସାର (୧୯୭୧ର ଓଡ଼ିଆ ଚଳଚ୍ଚିତ୍ର)
ଦେଖଣା
| ସଂସାର | |
|---|---|
ସଂସାର (୧୯୭୧ର ଓଡ଼ିଆ ଚଳଚ୍ଚିତ୍ର) କଥାଚିତ୍ରର ପୋଷ୍ଟର | |
| ନିର୍ଦ୍ଦେଶକ | ଗୌର ଘୋଷ ଓ ପାର୍ବତୀ ଘୋଷ |
| ପ୍ରଯୋଜକ | ଗୌର ଘୋଷ, ପାର୍ବତୀ ଘୋଷ |
| ସଂଳାପ | ସାରଦା ପ୍ରସନ୍ନ ନାୟକ |
| ଚିତ୍ରନାଟ୍ୟ | ସାରଦା ପ୍ରସନ୍ନ ନାୟକ |
| କାହାଣୀ | ସାରଦା ପ୍ରସନ୍ନ ନାୟକ |
| କଳାକାର | ଗୌର ଘୋଷ, ଗୀତା, ଅକ୍ଷୟ ମହାନ୍ତି କାଶ୍ୟପ, ଚପଳା ନାୟକ, ସାମୁଏଲ ସାହୁ (ବାବି) |
| ସଙ୍ଗୀତ | ଅକ୍ଷୟ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୭୧ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
ସଂସାର, ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଗୌର ଘୋଷ ଓ ପାର୍ବତୀ ଘୋଷଙ୍କ ମିଳିତ ନିର୍ଦ୍ଦେଶନାରେ ଏହା ନିର୍ମିତ ହେଇଥିଲା । ସାରଦା ପ୍ରସନ୍ନ ନାୟକ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ । [୧]
ଅଭିନୟରେ
[ସମ୍ପାଦନା]ସଂସାର କଥାଚିତ୍ରରେ ଅଭିନୟ କରିଥିବା କଳାକାର ହେଲେ:
- ଗୌର ଘୋଷ
- ଅକ୍ଷୟ ମହାନ୍ତି କାଶ୍ୟପ
- ଚପଳା ନାୟକ
- ସାମୁଏଲ ସାହୁ (ବାବି)
- ଚନ୍ଦନା
- ଶାନ୍ତିସ୍ୱରୁପ
- ଶ୍ୟାମଳେନ୍ଦୁ
- ଗୀତା
- ସ୍ୱରୂପ ନାୟକ
ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ "ସଂସାର". ନଜର୍ (ନିତିଦିନ). Retrieved 11 September 2016.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସଂସାର