ଶଂଖ ମହୁରୀ
ଦେଖଣା
| ଶଙ୍ଖ ମହୂରୀ | |
|---|---|
| ନିର୍ଦ୍ଦେଶକ | ଅକ୍ଷୟ ମହାନ୍ତି କାଶ୍ୟପ, ଆର୍. ଜି. ଗୋପ |
| ଚିତ୍ରନାଟ୍ୟ | ଅକ୍ଷୟ ମହାନ୍ତି କାଶ୍ୟପ |
| କାହାଣୀ | ବଳରାମ ମିଶ୍ର |
| କଳାକାର | ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ |
| ସଙ୍ଗୀତ | ବାଳକୃଷ୍ଣ ଦାସ |
ମୁକ୍ତିଲାଭ ତାରିଖ | ୧୯ ସେପ୍ଟେମ୍ବର୧୯୭୮ |
କଥାଚିତ୍ରର ସମୟ | ୧୩୬ ମିନଟ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ଅକ୍ଷୟ ମହାନ୍ତି କାଶ୍ୟପ ଓ ଆର୍. ଜି. ଗୋପଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଶଙ୍ଖ ମହୂରୀ [୧] ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ଶଙ୍ଖ ମହୂରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଦ୍ରଷ୍ଟବ୍ୟ
[ସମ୍ପାଦନା]