Jump to content

୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ

ଉଇକିପିଡ଼ିଆ‌ରୁ
୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନ
India
୨୦୧୯ 
 ୨୦୨୯

୧୪୭ ବିଧାନ ସଭା ନିର୍ବାଚନ ମଣ୍ଡଳୀ
 
Leader ନବୀନ ପଟ୍ଟନାୟକଶରତ ପଟ୍ଟନାୟକମନମୋହନ ସାମଲ
Party ବିଜଦ କଂଗ୍ରେସ ଭାଜପା
Leader since ୧୯୯୭୨୦୨୨୨୦୨୪
Current seats ୫୧୧୪୭୮

ବିଧାନ ସଭା ନିର୍ବାଚନ ମଣ୍ଡଳୀ

Incumbent CM

ନବୀନ ପଟ୍ଟନାୟକ
ବିଜଦ

ଓଡ଼ିଶା ବିଧାନ ସଭାର ୧୪୭ଜଣ ସଦସ୍ୟ ଚୟନ ପାଇଁ ୨୦୨୪ ମେ ୧୩ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସପ୍ତଦଶ ଓଡ଼ିଶା ବିଧାନ ସଭାର ସମସ୍ତ ସଦସ୍ୟଙ୍କ ପାଇଁ ୨୦୨୪ ଜୁନ୍ ୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଦୀର୍ଘ ୧୦ ବର୍ଷ ଧରି ବିଜେପି-ବିଜେଡି ମେଣ୍ଟ ସରକାର ପରେ ୧୫ ବର୍ଷର ବିଜୁ ଜନତା ଦଳର ଶାସନ ଥିଲା । ଏହି ଦୀର୍ଘ ୧୫ ବର୍ଷର ଶାସନର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି ୭୮ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ମୋହନ ଚରଣ ମାଝୀଙ୍କୁ ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ କରି ପ୍ରଥମ ଥର ପାଇଁ ବିଜେପି ଓଡ଼ିଶାରେ ଏକାକୀ ସରକାର ଗଠନ କରିଛି। ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ, ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ହେଇଥିଲେ ।[][][]

ପୃଷ୍ଠଭୂମି

[ସମ୍ପାଦନା]

ଓଡ଼ିଶା ବିଧାନ ସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୨୪ରେ ଶେଷ ହେବାକୁ ଯାଉଛି।[] ଗତ ବିଧାନ ସଭା ନିର୍ବାଚନ ଏପ୍ରିଲ ୨୦୧୯ରେ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ, ବିଜୁ ଜନତା ଦଳ ରାଜ୍ୟ ସରକାର ଗଠନ କରିଥିଲା।[]

ଦଳ ଏବଂ ମହାମେଣ୍ଟ

[ସମ୍ପାଦନା]
ଦଳ ପତାକା ଚିହ୍ନ ନେତା ଛବି ଆସନରୁ ଲଢ଼ିଥିଲେ
ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ୧୪୭
ଭାରତୀୟ ଜନତା ପାର୍ଟି ଜୟନାରାୟଣ ମିଶ୍ର ୧୪୭
ଭାରତୀୟ ଜାତୀୟ କଂଗ୍ରେସ ଶରତ ପଟ୍ଟନାୟକ ୧୪୫
ଭାରତୀୟ ସମାଜବାଦୀ ଦଳ (ମାକ୍ସବାଦୀ) ଅଲି କିଶୋର ପଟ୍ଟନାୟକ
ଭାରତୀୟ ସମାଜବାଦୀ ଦଳ (ମାକ୍ସବାଦୀ) ଅଭୟ ସାହୁ ୧୧

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. "BJP starts work for Mission 120 in 2024". The New Indian Express. Retrieved 2024-01-09.
  2. "Odisha Next Big State in BJP Conquer East Policy But It Must Manoeuvre Tricky Equation with Patnaik". News18 (in ଇଂରାଜୀ). 2021-05-04. Retrieved 2024-01-09.
  3. "BJP will form govt in Odisha in 2024, J P Nadda tells supporters". The Times of India. 2020-11-18. ISSN 0971-8257. Retrieved 2024-01-09.
  4. https://www.eci.gov.in/elections/term-of-houses/
  5. PTI (2019-05-29). "Naveen Patnaik takes oath as Odisha CM for fifth consecutive term". BusinessLine (in ଇଂରାଜୀ). Retrieved 2024-01-09.