ମେଘମୁକ୍ତି
ଦେଖଣା
| ମେଘମୁକ୍ତି | |
|---|---|
| ନିର୍ଦ୍ଦେଶକ | ବିଶ୍ୱଜିତ ଦାସ |
| ପ୍ରଯୋଜକ | ବେଣୁ ବର୍ଧନ |
| କଳାକାର | ଅଜିତ ଦାସ, ମିନୁ, ନରି, ଶ୍ରୀରାମ ପଣ୍ଡା |
| ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ମୁକ୍ତିଲାଭ ତାରିଖ | ୧୯୮୦ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ବିଶ୍ୱଜିତ ଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମେଘମୁକ୍ତି [୧] ୧୯୮୦ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ମେଘମୁକ୍ତି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: