Jump to content

ମହାନାୟକ

ଉଇକିପିଡ଼ିଆ‌ରୁ
ମହାନାୟକ
ନିର୍ଦ୍ଦେଶକଦେବୁ ପଟ୍ଟନାୟକ, ସୁଧାଂଶୁ ଶେଖର ସାହୁ
ପ୍ରଯୋଜକହର୍ଷବର୍ଦ୍ଧନ ଲାଲ
ଚିତ୍ରନାଟ୍ୟସୁବୋଧ ପଟ୍ଟନାୟକ
କାହାଣୀଦେବୁ ପଟ୍ଟନାୟକ
କଳାକାରଅନୁଭବ ମହାନ୍ତି, କୋଏଲ ମଲ୍ଲିକ, ରାହୁଲ ଦେବ, ସୁରେଶ ବଳ, ନମ୍ରତା ଦାସ, ଗ୍ଲୋରିଆ ମହାନ୍ତି
ସଙ୍ଗୀତଟି. ସୌରୀ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୭
ଦେଶ ଭାରତ
ଭାଷାଓଡ଼ିଆ

ମହାନାୟକ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହର୍ଷବର୍ଦ୍ଧନ ଲାଲ । ଦେବୁ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ସୁଧାଂଶୁ ଶେଖର ସାହୁ ଦେବୁ ପଟ୍ଟନାୟକଙ୍କ ସ‌ହ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ କୋଏଲ ମଲ୍ଲିକ । ରାହୁଲ ଦେବ, ସୁରେଶ ବଳ, ନମ୍ରତା ଦାସ, ଗ୍ଲୋରିଆ ମହାନ୍ତି, ହରିହର ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ତନ୍ଦ୍ରା ରାୟ, ଥିନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଟି. ସୌରୀ ।

କ୍ରମଗୀତସମୟ
1."ହାଏରେ ହାଏ ମୁଁ ଭୁଲି ତ ଯାଏ" 
2."ବାଜା ବଜେଇ ରାଣୀ ସଜେଇ" 
3."ଆକାଶ ଛୁଇଁବି ପାହାଡ଼ ଡେଇଁବି" 
4."ଓ ଜାନୈବା" 
5."କରନି କରନି ପ୍ରେମ ଜମା କରନି" 
6."ଯା ଯା ଯାରେ ମେଘ ତୁ ବରଷି ଯା ରେ" 
  1. "ଥରଟିଏ ଅର୍ଚ୍ଚିତା". ସମ୍ବାଦ (in Odia). 23 May 2026. Archived from the original on 26 May 2026. Retrieved 26 May 2026.{{cite news}}: CS1 maint: unrecognized language (link)
  2. "ମହାନାୟକ ହେଲେ, ' ହିରୋ' ହେଲେନି ଅନୁଭବ". ସମ୍ବାଦ. 15 June 2017. Archived from the original on 2 September 2017. Retrieved 30 August 2017.
  3. "ଅନୁଭବଙ୍କ ଏହି ସିନେମାଗୁଡ଼ିକ ଅଧାରେ ଅଟକି ରହିଥିଲା". OdishaLIVE. 20 April 2018. Retrieved 27 August 2018.
  4. "Rahul Dev starts shooting for his fourth Odia movie Ram". OrissaPOST (in English). Bhubaneswar. 1 September 2023. p. 2. Archived from the original on 2 September 2023. Retrieved 2 September 2023.{{cite news}}: CS1 maint: unrecognized language (link)

ବାହାର ଆଧାର

[ସମ୍ପାଦନା]