ମହାନାୟକ
ଦେଖଣା
ମହାନାୟକ | |
---|---|
ନିର୍ଦ୍ଦେଶକ | ଦେବୁ ପଟ୍ଟନାୟକ, ସୁଧାଂଶୁ ଶେଖର ସାହୁ |
ପ୍ରଯୋଜକ | ହର୍ଷବର୍ଦ୍ଧନ ଲାଲ |
ଚିତ୍ରନାଟ୍ୟ | ସୁବୋଧ ପଟ୍ଟନାୟକ |
କାହାଣୀ | ଦେବୁ ପଟ୍ଟନାୟକ |
କଳାକାର | ଅନୁଭବ ମହାନ୍ତି, କୋଏଲ ମଲ୍ଲିକ, ରାହୁଲ ଦେବ, ସୁରେଶ ବଳ, ନମ୍ରତା ଦାସ, ଗ୍ଲୋରିଆ ମହାନ୍ତି |
ସଙ୍ଗୀତ | ଟି. ସୌରୀ |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମହାନାୟକ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହର୍ଷବର୍ଦ୍ଧନ ଲାଲ । ଦେବୁ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ସୁଧାଂଶୁ ଶେଖର ସାହୁ ଦେବୁ ପଟ୍ଟନାୟକଙ୍କ ସହ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ କୋଏଲ ମଲ୍ଲିକ । ରାହୁଲ ଦେବ, ସୁରେଶ ବଳ, ନମ୍ରତା ଦାସ, ଗ୍ଲୋରିଆ ମହାନ୍ତି, ହରିହର ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ତନ୍ଦ୍ରା ରାୟ, ଥିନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି[୧][୨]
- କୋଏଲ ମଲ୍ଲିକ
- ରାହୁଲ ଦେବ[୩]
- ସୁରେଶ ବଳ
- ନମ୍ରତା ଦାସ
- ଗ୍ଲୋରିଆ ମହାନ୍ତି
- ହରିହର ମହାପାତ୍ର
- ପ୍ରିୟଙ୍କା ମହାପାତ୍ର
- ବିଜୟ ମହାନ୍ତି
- ପିଣ୍ଟୁ ନନ୍ଦ
- ଜୀବନ ପଣ୍ଡା
- ସଲିଲ ମିତ୍ର
- ତନ୍ଦ୍ରା ରାୟ
- ଥିନ୍
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଟି. ସୌରୀ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ହାଏରେ ହାଏ ମୁଁ ଭୁଲି ତ ଯାଏ" | |
2. | "ବାଜା ବଜେଇ ରାଣୀ ସଜେଇ" | |
3. | "ଆକାଶ ଛୁଇଁବି ପାହାଡ଼ ଡେଇଁବି" | |
4. | "ଓ ଜାନୈବା" | |
5. | "କରନି କରନି ପ୍ରେମ ଜମା କରନି" | |
6. | "ଯା ଯା ଯାରେ ମେଘ ତୁ ବରଷି ଯା ରେ" |
ଆଧାର
[ସମ୍ପାଦନା]- ↑ "ମହାନାୟକ ହେଲେ, ' ହିରୋ' ହେଲେନି ଅନୁଭବ". ସମ୍ବାଦ. 15 June 2017. Archived from the original on 2 September 2017. Retrieved 30 August 2017.
- ↑ "ଅନୁଭବଙ୍କ ଏହି ସିନେମାଗୁଡ଼ିକ ଅଧାରେ ଅଟକି ରହିଥିଲା". OdishaLIVE. 20 April 2018. Retrieved 27 August 2018.
- ↑ "Rahul Dev starts shooting for his fourth Odia movie Ram". OrissaPOST (in English). Bhubaneswar. 1 September 2023. p. 2. Archived from the original on 2 September 2023. Retrieved 2 September 2023.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମହାନାୟକ