Jump to content


  

ମନ ଖାଲି ତତେ ଚାହେଁ

ଉଇକିପିଡ଼ିଆ‌ରୁ
ମନ ଖାଲି ତତେ ଚାହେଁ
ନିର୍ଦ୍ଦେଶକନିମାଇଁ ଓଝା
ପ୍ରଯୋଜକକହ୍ନେଇ ମେହେର
ଦୀପକ ସାହୁ
ସଂଳାପତୁଷାର ଘୋଷ
ଚିତ୍ରନାଟ୍ୟନିମାଇଁ ଓଝା
କାହାଣୀକୈଳାଶ ସାହୁ
କଳାକାରସମ୍ବିତ ଆଚାର୍ଯ୍ୟ
ଅଙ୍କିତା
ବିଜୟ ମହାନ୍ତି
ଅନିତା ଦାସ
ହରିହର ମହାପାତ୍ର
ସଙ୍ଗୀତଅଭିଜତ ମଜୁମଦାର
ଚିତ୍ରଗ୍ରହଣଚିତ୍ତ ବିଶ୍ୱାଳ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୮ ସେପ୍ଟେମ୍ବର ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ମନ ଖାଲି ତତେ ଚାହେଁ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[][] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କହ୍ନେଇ ମେହେର ଓ ଦୀପକ ସାହୁ । କୈଳାଶ ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[] ତୁଷାର ସାହୁ କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[] ନିମାଇଁ ଓଝା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ଅଙ୍କିତା ।[] ବିଜୟ ମହାନ୍ତି, ଅନିତା ଦାସ, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ଅଂଶୁମାନ, ଦେବୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର

କ୍ରମଗୀତସମୟ
  1. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  2. ଏହି ଯାଏ ଉପରକୁ ଯାଆନ୍ତୁ: ୨.୦ ୨.୧ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  3. ଏହି ଯାଏ ଉପରକୁ ଯାଆନ୍ତୁ: ୩.୦ ୩.୧ ୩.୨ ୩.୩ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  4. "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.

ବାହାର ଆଧାର

[ସମ୍ପାଦନା]