ବ୍ୟାଡ଼୍ ଗାର୍ଲ

ଉଇକିପିଡ଼ିଆ‌ରୁ
ବ୍ୟାଡ଼ ଗାର୍ଲ
ନିର୍ଦ୍ଦେଶକଜୟ ପ୍ରକାଶ ମହାନ୍ତି
ପ୍ରଯୋଜକପ୍ରଭାତ କୁମାର ପ୍ରଧାନ
ସଂଳାପବିଜୟ ମଲ୍ଲ
ଚିତ୍ରନାଟ୍ୟଜୟ ପ୍ରକାଶ ମହାନ୍ତି
କାହାଣୀଜୟ ପ୍ରକାଶ ମହାନ୍ତି
କଳାକାରଲିପି ପରିଡ଼ା, ସମ୍ବିତ ଆଚାର୍ଯ୍ୟ, ବବ୍‌ଲି, ଦିପନ୍, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣରଞ୍ଜନ ମିଶ୍ର, ଧୃବାନନ୍ଦ ପଣ୍ଡା, ରବିନ୍ଦ୍ର ସେଠୀ
ସମ୍ପାଦକଅଜୟ ମିଶ୍ର
ମୁକ୍ତିଲାଭ ତାରିଖ
୭ ସେପ୍ଟେମ୍ବର ୨୦୧୨
କଥାଚିତ୍ରର ସମୟ
୧୬୨ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ବ୍ୟାଡ଼୍ ଗାର୍ଲ, ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର । ପ୍ରଭାତ କୁମାର ପ୍ରଧାନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ବିଜୟ ମଲ୍ଲ । ଜୟ ପ୍ରକାଶ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଲିପି ପରିଡ଼ା, ସମ୍ବିତ ଆଚାର୍ଯ୍ୟ, ବବ୍‌ଲି[୧], ଦିପନ୍, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ହରିହର ମହାପାତ୍ର, ସଲିଲ ମିତ୍ର, ମୀନକେନ, ବବି ପ୍ରଧାନ, ଜୋତ୍ସାମୟୀ ଖୁଣ୍ଟିଆ, ଗୌରବ, ଭାସ୍କର ପ୍ରଧାନ, ରଞ୍ଜନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟରେ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏଇ କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ବ୍ୟାଡ଼ ଗାର୍ଲ" 
2."ଏଇ ଆଖି ଥିଲା" 
3."କ ଖ" 
4."ପ୍ରେମରେ ତୋର" 
5."ସାଦା ସାଦା" 

ଆଧାର[ସମ୍ପାଦନା]

  1. "ସୁଶ୍ରୀ ଭୂମିକାରେ ବବ୍ଲି". ଓଡ଼ିଆ ସ୍ପଟ୍ ନ୍ୟୁଜ୍. 17 December 2015. Retrieved 3 July 2018.
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  3. "ଆରପାରିରେ ଅଭିନେତା ମୀନକେତନ". On Khabar.com. 1 July 2017. Retrieved 3 July 2018.

ବାହାର ଆଧାର[ସମ୍ପାଦନା]