ବ୍ୟଙ୍ଗ ଦରବାର
ଦେଖଣା
| ପ୍ରତିଷ୍ଠାତା | ଜ୍ଞାନ ହୋତା |
|---|---|
| ପ୍ରକାଶକ | ସୌଦାମିନି ହୋତା |
| ସମ୍ପାଦକ | ଜ୍ଞାନ ହୋତା |
| ଭାଷା | ଓଡ଼ିଆ |
| ମୁଖ୍ୟାଳୟ | କଟକ, ଓଡ଼ିଶା |
ବ୍ୟଙ୍ଗ ଦରବାର କଟକରୁ ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ବ୍ୟଙ୍ଗ ପତ୍ରିକା । ଓଡ଼ିଶାର ଜଣାଶୁଣା ବ୍ୟଙ୍ଗ କବି ଜ୍ଞାନ ହୋତା ଏହି ପତ୍ରିକାର ପ୍ରତିଷ୍ଠା କରିଥିଲେ ଏବଂ ସେ ନିଜେ ଏହାର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି । ସୌଦାମିନି ହୋତା ଏହି ପତ୍ରିକାର ପ୍ରକାଶକ ଭାବରେ କାର୍ଯ୍ୟ କରୁଛନ୍ତି ।