ପ୍ରିୟତମା
ଦେଖଣା
| ପ୍ରିୟତମା | |
|---|---|
| ନିର୍ଦ୍ଦେଶକ | ବିଶ୍ୱଜିତ ଦାସ |
| ଚିତ୍ରନାଟ୍ୟ | ବିଶ୍ୱଜିତ ଦାସ |
| କାହାଣୀ | ବିଶ୍ୱଜିତ ଦାସ, ନଗେନ ଦାସ |
| କଳାକାର | ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ନଗେନ ରାୟ, ପ୍ରମୋଦ ମହାପାତ୍ର |
| ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ମୁକ୍ତିଲାଭ ତାରିଖ | ୦୬ ଅପ୍ରେଲ୧୯୭୮ |
କଥାଚିତ୍ରର ସମୟ | ୧୪୭ ମିନଟ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ବିଶ୍ୱଜିତ ଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ପ୍ରିୟତମା ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ପ୍ରିୟତମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରିୟତମା