ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ: | ବର୍ଷା ସିଂ ବରିହା (ବିଜେଡ଼ି) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୬୮,୭୭୪ |
ଜିଲ୍ଲା: | ବରଗଡ଼ ଜିଲ୍ଲା |
ଲୋକସଭା ଆସନ: | ବରଗଡ଼ |
ପଞ୍ଚାୟତ ସମିତି: | ୪ |
ପଦ୍ମପୁର (କ୍ରମିକ ସଂଖ୍ୟା: ୧) ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୫୨ରୁ ୨୦୨୪ ମଧ୍ୟରେ ୨ଟି ଉପ ନିର୍ବାଚନକୁ ମିଶାଇ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇଙ୍କୁ ୧୦,୯୯୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।[୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଦ୍ମପୁର, ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର/ପଦ୍ମପୁର ବ୍ଳକ।
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ପଦ୍ମପୁର [୨] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ବିଜୟ ରଞ୍ଜନ ସିଂ ବରିହା | ୬୭,୯୧୩ | ୪୪.୧୫ | - | |
କଂଗ୍ରେସ | ସତ୍ୟ ଭୂଷଣ ସାହୁ | ୪୯,୮୪୭ | ୩୨.୪୧ | - | |
ଭାଜପା | ପ୍ରଦୀପ ପୁରୋହିତ | ୨୯,୬୫୧ | ୧୯.୨୮ | - | |
ବସପା | ସୁଧାଂଶୁ ଶେଖର ବାରିକ | ୬,୪୦୭ | ୪.୧୭ | - | |
ଭୋଟ ବ୍ୟବଧାନ | ୧୮,୦୬୬ | - | - | ||
ମତଦାନ ହାର | ୧,୫୩,୮୩୭ | ୭୫.୫୧ | - |
ନିର୍ବାଚିତ ବିଧାୟକ
[ସମ୍ପାଦନା]ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୩]
- ୨୦୨୪: ବର୍ଷା ସିଂହ ବରିହା (ବିଜେଡି)
- ୨୦୨୨ (ଉପ): ବର୍ଷା ସିଂହ ବରିହା (ବିଜେଡି)
- ୨୦୧୯: ବିଜୟ ରଞ୍ଜନ ସିଂହ ବରିହା (ବିଜୁ ଜନତା ଦଳ)
- ୨୦୧୪: ପ୍ରଦୀପ ପୁରୋହିତ (ଭାରତୀୟ ଜନତା ପାର୍ଟି)
- ୨୦୦୯: ବିଜୟ ରଞ୍ଜନ ସିଂହ ବରିହା (ବିଜୁ ଜନତା ଦଳ)
- ୨୦୦୪: ସତ୍ୟଭୂଷଣ ସାହୁ (କଂଗ୍ରେସ)
- ୨୦୦୦: ବିଜୟ ରଞ୍ଜନ ସିଂହ ବରିହା (ବିଜୁ ଜନତା ଦଳ)
- ୧୯୯୫: ବିଜୟ ରଞ୍ଜନ ସିଂହ ବରିହା (ଜନତା ଦଳ)
- ୧୯୯୦: ବିଜୟ ରଞ୍ଜନ ସିଂହ ବରିହା (ଜନତା ଦଳ)
- ୧୯୮୫: ସତ୍ୟଭୂଷଣ ସାହୁ (କଂଗ୍ରେସ)
- ୧୯୮୦: ସତ୍ୟଭୂଷଣ ସାହୁ (କଂଗ୍ରେସ)
- ୧୯୭୭: ବୀର ବିକ୍ରମାଦିତ୍ୟ ସିଂହ ବରିହା (ଜନତା)
- ୧୯୭୪: କୃପାସିନ୍ଧୁ ଭୋଇ (କଂଗ୍ରେସ)
- ୧୯୭୧: କୃପାସିନ୍ଧୁ ଭୋଇ (କଂଗ୍ରେସ)
- ୧୯୬୭: ବୀର ବିକ୍ରମାଦିତ୍ୟ ସିଂହ ବରିହା (ଜନ କଂଗ୍ରେସ)
- ୧୯୬୧: ବୀର ବିକ୍ରମାଦିତ୍ୟ ସିଂହ ବରିହା (କଂଗ୍ରେସ)
- ୧୯୫୭: ବୀର ବିକ୍ରମାଦିତ୍ୟ ସିଂହ ବରିହା (କଂଗ୍ରେସ) ଓ ଏଲ.ଏମ.ଏସ. ବରିହା (ଗଣ ପରିଷଦ)
- ୧୯୫୧-୫୨: ଅନିରୁଦ୍ଧ ମିଶ୍ର (ସ୍ୱାଧୀନ) ଓ ଲାଲ ରଞ୍ଜିତ ସିଂହ ବରିହା (କଂଗ୍ରେସ)