ବିଜୟ ରଞ୍ଜନ ସିଂହ ବରିହା
ବିଜୟ ରଞ୍ଜନ ସିଂହ ବରିହା | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ୩ ଅକ୍ଟୋବର ୨୦୨୨ | |
ପୂର୍ବ ଅଧିକାରୀ | ପ୍ରଦୀପ ପୁରୋହିତ |
ପର ଅଧିକାରୀ | ବର୍ଷା ସିଂହ ବରିହା |
ନିର୍ବାଚନ ମଣ୍ଡଳୀ | ପଦ୍ମପୁର |
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ସତ୍ୟଭୂଷଣ ସାହୁ |
ପର ଅଧିକାରୀ | ପ୍ରଦୀପ ପୁରୋହିତ |
ନିର୍ବାଚନ ମଣ୍ଡଳୀ | ପଦ୍ମପୁର |
ବିଧାୟକ: ୧୦ମ, ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୨୦୦୪ | |
ପୂର୍ବ ଅଧିକାରୀ | ସତ୍ୟଭୂଷଣ ସାହୁ |
ପର ଅଧିକାରୀ | ସତ୍ୟଭୂଷଣ ସାହୁ |
ନିର୍ବାଚନ ମଣ୍ଡଳୀ | ପଦ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ଜାନୁଆରୀ ୧୯୫୮ |
ମୃତ୍ୟୁ | ୩ ଅକ୍ଟୋବର ୨୦୨୨ | (ବୟସ ୬୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ତିଳୋତ୍ତମା ସିଂହ ବରିହା |
ସନ୍ତାନ | ବର୍ଷା ସିଂହ ବରିହା |
ବାପା/ବୋଉ | ପ୍ରେମାନନ୍ଦ ସିଂହ ବରିହା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବିଜୟ ରଞ୍ଜନ ସିଂହ ବରିହା (୨୦ ଜାନୁଆରୀ ୧୯୫୮ – ୩ ଅକ୍ଟୋବର ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟକ ଭାବରେ ୫ ଥର ନିର୍ବାଚିତ ହୋଇଥିଲେ । ୧୯୯୦, ୧୯୯୫, ୨୦୦୦, ୨୦୦୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ, ୧୪ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିଜୟ ରଞ୍ଜନ ସିଂହ ବରିହା ୧୯୫୮ ମସିହାର ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରେମାନନ୍ଦ ସିଂହ ବରିହା ଓ ପତ୍ନୀଙ୍କ ନାମ ତିଳୋତ୍ତମା ସିଂହ ବରିହା ।[୧] ତାଙ୍କ ଝିଅ ବର୍ଷା ସିଂହ ବରିହା ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।
ରାଜନୈତିକ ଜୀବନ
[ସମ୍ପାଦନା]ବିଜୟ ରଞ୍ଜନ ସିଂହ ବରିହା ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳରେ ଓ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ ଥର କାର୍ଯ୍ୟ କରିଥିଲେ ।[୩] ୨୦୦୯ ମସିହାରୁ ୨୦୧୧ ପର୍ଯ୍ୟନ୍ତ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବରେ କାମ କରିଥିଲେ ।[୪]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ପଦ୍ମପୁର | ଜନତା ଦଳ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ପଦ୍ମପୁର | ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ପଦ୍ମପୁର | ବିଜୁ ଜନତା ଦଳ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ପଦ୍ମପୁର | ବିଜୁ ଜନତା ଦଳ |
୨୦୧୯ | ୩ ଅକ୍ଟୋବର ୨୦୨୨ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ପଦ୍ମପୁର | ବିଜୁ ଜନତା ଦଳ |
ମୃତ୍ୟୁ
[ସମ୍ପାଦନା]୨୦୨୨ ମସିହାର ଅକ୍ଟୋର ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୫][୬] ସେ ବୃକ୍କ ରୋଗ ସହ ଅନ୍ୟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ।[୭] ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଥିଲା ।[୮]
ଆଧାର
[ସମ୍ପାଦନା]- ↑ "Late Bijaya Ranjan Singh Bariha". odishaassembly.nic.in. Odisha Assembly. Retrieved 16 July 2021.
- ↑ "BJD leader and Padampur MLA Bijaya Ranjan Singh Bariha Passes Away". KalingaTV (in English). 3 October 2022. Archived from the original on 25 August 2023. Retrieved 25 August 2023.
{{cite news}}
: CS1 maint: unrecognized language (link) - ↑ Sethy, Rajesh (3 October 2022). "ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା: ୩ ବର୍ଷରେ ଗଲାଣି ୬ ବିଧାୟକଙ୍କ ଜୀବନ | Kanak News". Kanak News. Archived from the original on 25 August 2023. Retrieved 25 August 2023.
- ↑ "BJD MLA Bijay Ranjan Singh Bariha passes away in Bhubaneswar hospital". Hindustan Times (in ଇଂରାଜୀ). 3 October 2022. Archived from the original on 25 August 2023. Retrieved 25 August 2023.
- ↑ Bagh, Shankarshan (3 October 2022). "MLA passes away: ପରପାରିରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା". Zee News ଓଡ଼ିଶା. Archived from the original on 25 August 2023. Retrieved 25 August 2023.
- ↑ Jena, Suryakant (3 October 2022). "Five-time MLA from Padampur, Bijay Ranjan Singh Bariha no more". Five-time MLA from Padampur, Bijay Ranjan Singh Bariha no more (in ଇଂରାଜୀ). Archived from the original on 25 August 2023. Retrieved 25 August 2023.
- ↑ Routray, Rituparna (3 October 2022). "ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା : ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ | Kanak News". Kanak News. Archived from the original on 25 August 2023. Retrieved 25 August 2023.
- ↑ Bisoyi, Sujit Kumar (3 October 2022). "Odisha: BJD's Padampur MLA Bijaya Ranjan Singh Bariha passes away". The Times of India (in English). Bhubaneswar. Archived from the original on 25 August 2023. Retrieved 25 August 2023.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Bijaya Ranjan Singh Bariha-ସମ୍ପର୍କିତ ମିଡ଼ିଆ