ଏଲ.ଏମ.ଏସ. ବରିହା
ଦେଖଣା
ଏଲ.ଏମ.ଏସ. ବରିହା | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଅନିରୁଦ୍ଧ ମିଶ୍ର, ଲାଲ ରଞ୍ଜିତ ସିଂହ ବରିହା |
ପର ଅଧିକାରୀ | ବୀର ବିକ୍ରମାଦିତ୍ୟ ସିଂହ ବରିହା |
ନିର୍ବାଚନ ମଣ୍ଡଳୀ | ପଦ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୨୩ ଜୁନ ୧୯୭୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ଲମୋନୀ ସିଂହ ବିରହା |
ସନ୍ତାନ | ୪ ପୁଅ, ୨ ଝିଅ |
ବାପା/ବୋଉ | ସଦାନନ୍ଦ ସିଂହ ବିରହା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଏଲ.ଏମ.ଏସ. ବରିହା (ମୃତ୍ୟୁ: ୨୩ ଜୁନ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଏଲ.ଏମ.ଏସ. ବରିହାଙ୍କ ବାପାଙ୍କ ନାମ ସଦାନନ୍ଦ ସିଂହ ବିରହା ଓ ପତ୍ନୀଙ୍କ ନାମ ଲମୋନୀ ସିଂହ ବିରହା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଏଲ.ଏମ.ଏସ. ବରିହା ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଏଲ.ଏମ.ଏସ. ବରିହା ୧୯୭୨ ମସିହାର ଜୁନ ମାସ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri L.M.S. Bariha". odishaassembly.nic.in. Odisha Assembly. Retrieved 10 July 2021.