ଏଲ.ଏମ.ଏସ. ବରିହା

ଉଇକିପିଡ଼ିଆ‌ରୁ
ଏଲ.ଏମ.ଏସ. ବରିହା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଅନିରୁଦ୍ଧ ମିଶ୍ର, ଲାଲ ରଞ୍ଜିତ ସିଂହ ବରିହା
ପର ଅଧିକାରୀବୀର ବିକ୍ରମାଦିତ୍ୟ ସିଂହ ବରିହା
ନିର୍ବାଚନ ମଣ୍ଡଳୀପଦ୍ମପୁର
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୩ ଜୁନ ୧୯୭୨(୧୯୭୨-୦୬-୨୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀଲମୋନୀ ସିଂହ ବିରହା
ସନ୍ତାନ୪ ପୁଅ, ୨ ଝିଅ
ବାପା/ବୋଉସଦାନନ୍ଦ ସିଂହ ବିରହା (ବାପା)
ବୃତ୍ତିରାଜନୀତିଜ୍ଞ

ଏଲ.ଏମ.ଏସ. ବରିହା (ମୃତ୍ୟୁ: ୨୩ ଜୁନ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଏଲ.ଏମ.ଏସ. ବରିହାଙ୍କ ବାପାଙ୍କ ନାମ ସଦାନନ୍ଦ ସିଂହ ବିରହା ଓ ପତ୍ନୀଙ୍କ ନାମ ଲମୋନୀ ସିଂହ ବିରହା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଏଲ.ଏମ.ଏସ. ବରିହା ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଏଲ.ଏମ.ଏସ. ବରିହା ୧୯୭୨ ମସିହାର ଜୁନ ମାସ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri L.M.S. Bariha". odishaassembly.nic.in. Odisha Assembly. Retrieved 10 July 2021.