ଅନିରୁଦ୍ଧ ମିଶ୍ର
Appearance
ଅନିରୁଦ୍ଧ ମିଶ୍ର | |
---|---|
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପର ଅଧିକାରୀ | ବୀର ବିକ୍ରମାଦିତ୍ୟ ସିଂହ ବରିହା, ଏଲ.ଏମ.ଏସ. ବରିହା |
ନିର୍ବାଚନ ମଣ୍ଡଳୀ | ପଦ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୧୯୮୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱାଧୀନ |
ବୃତ୍ତି | ରାଜନୀତିଜ୍ଞ |
ଅନିରୁଦ୍ଧ ମିଶ୍ର (ମୃତ୍ୟୁ: ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଅନିରୁଦ୍ଧ ମିଶ୍ର ଓଡ଼ିଶା ରାଜନୀତିରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଅନିରୁଦ୍ଧ ମିଶ୍ର ୧୯୮୩ ମସିହାରେ ମୃତ୍ୟୁବରଣ କରିଥିଲେ । ୩୧ ମାର୍ଚ୍ଚ ୧୯୮୩ରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Anirudha Misra". odishaassembly.nic.in. Odisha Assembly. Retrieved 11 July 2021.