ଦୂରଦର୍ଶୀ

ଉଇକିପିଡ଼ିଆ‌ରୁ
ଦୂରଦର୍ଶୀ
ମାଲିକଦୁର୍ଗାପ୍ରସାଦ ସାମନ୍ତରାୟ
ପ୍ରତିଷ୍ଠାତାଦୁର୍ଗାପ୍ରସାଦ ସାମନ୍ତରାୟ
ପ୍ରକାଶକଦୁର୍ଗାପ୍ରସାଦ ସାମନ୍ତରାୟ
ସମ୍ପାଦକଦୁର୍ଗାପ୍ରସାଦ ସାମନ୍ତରାୟ[୧]
ସହକାରୀ ସମ୍ପାଦକରାକେଶ ମହାପାତ୍ର,
ପ୍ରତିଷ୍ଠିତ୨୧/୦୫/୨୦୦୮
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର, ଓଡ଼ିଶା
ୱେବସାଇଟhttp://www.duradarshi.com

ଦୂରଦର୍ଶୀ ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ପତ୍ରିକା। ଏହା ୨୦୦୮ ମସିହା ମେ ମାସରୁ ନିରବିଚ୍ଛିନ୍ନ ଭାବରେ ପ୍ରକାଶ ପାଇ ଆସୁଛି। ଏହି ପତ୍ରିକା, ବର୍ଷରେ ଚାରୋଟି ସ୍ୱତନ୍ତ୍ର ସଂଖ୍ୟା ମଧ୍ୟ ପ୍ରକାଶ କରିଥାଏ। ଏ ସ୍ୱତନ୍ତ୍ର ସଂଖ୍ୟାଗୁଡିକ ଯଥାକ୍ରମେ ଜାନୁଆରୀ, ମେ(ପ୍ରତିଷ୍ଠା ମାସ ସଂଖ୍ୟା),ଅଗଷ୍ଟ(ସ୍ୱାଧୀନତା ସଂଖ୍ୟା) ଓ ଅକ୍ଟୋବର(ଦୁର୍ଗା ପୂଜା ସଂଖ୍ୟା) ମାସରେ ପ୍ରକାଶ କରାଯାଇଥାଏ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]