ଥୁକୁଲ୍
ଦେଖଣା
(ଥୁକୁଲରୁ ଲେଉଟି ଆସିଛି)
ଥୁକୁଲ୍ | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ[୧] |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା |
ସଂଳାପ | ପ୍ରଶାନ୍ତ ନନ୍ଦ |
ଚିତ୍ରନାଟ୍ୟ | ପ୍ରଶାନ୍ତ ନନ୍ଦ |
କାହାଣୀ | ପ୍ରଶାନ୍ତ ନନ୍ଦ |
କଳାକାର | ବାବୁସାନ, ଅର୍ଚ୍ଚିତା ସାହୁ, ପ୍ରକୃତି ମିଶ୍ର, ସମରେଶ ରାଉତରାୟ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ପ୍ରଶାନ୍ତ ନନ୍ଦ |
ମୁକ୍ତିଲାଭ ତାରିଖ | ୧୨ ଜାନୁଆରୀ ୨୦୧୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଥୁକୁଲ୍ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା । [୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଓ ଅର୍ଚ୍ଚିତା ସାହୁ ।[୩]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଥୁକୁଲ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୪]
- ବାବୁସାନ[୫]
- ଅର୍ଚ୍ଚିତା ସାହୁ[୬]
- ପ୍ରକୃତି ମିଶ୍ର[୭][୬]
- ସମରେଶ ରାଉତରାୟ
- କୁନା ତ୍ରିପାଠୀ
- ଶ୍ରୀତମ ଦାସ
- ପୁପିନ୍ଦର ସିଂହ[୮][୯]
- ଇଲୁ ବାନାର୍ଜୀ
- ଅପରାଜିତା ମହାନ୍ତି
- ମୀନକେତନ
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ପ୍ରଶାନ୍ତ ନନ୍ଦ
- ଗୀତିକାର: ପ୍ରଶାନ୍ତ ନନ୍ଦ
- ପ୍ରଚ୍ଛଦପଟ ଗାୟକ: ଉଦିତ ନାରାୟଣ, ବାବୁଲ ସୁପ୍ରିଓ, କ୍ରିଷ୍ଣା, ସାଧନା ସରଗମ, ପ୍ରଶାନ୍ତ ମୁଦୁଲି, ଶୁଭାଶିଷ ମହାକୁଡ଼, ସଂଗ୍ରାମ, ପମି, ଇରା ମହାନ୍ତି, ସୋହିନୀ, ସଙ୍ଗୀତା ଗୋସାଇଁ
ଟୀକା
[ସମ୍ପାଦନା]- ↑ "ଅଭିନୟରେ କ'ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?". sambad.in. 7 June 2018. Retrieved 10 June 2018.
- ↑ "orissadiary.com: Odia film Thukul to be released on 12TH January". Archived from the original on 2012-01-16. Retrieved 2012-01-12.
- ↑ "ଆଜି ରିଲିଜ୍: 'ଅଜବ ସଂଜୁର ଗଜବ ଲଭ୍'". Sambad (in Odia). Bhuabneswar. 13 January 2019. Archived from the original on 18 January 2019. Retrieved 13 January 2019.
{{cite news}}
: CS1 maint: unrecognized language (link) - ↑ "priceinindia.info:Thukul Odia Film 2012 – Cast & Crew". Archived from the original on 2016-03-07. Retrieved 2012-01-12.
- ↑ Sahoo, Jyoti Prakash (31 May 2022). "'Premam' To Stream On Disney+ Hotstar Soon". My City Links (in English). Retrieved 3 June 2022.
{{cite news}}
: CS1 maint: unrecognized language (link) - ↑ ୬.୦ ୬.୧ "ଦୁଇଥର ଏକାଠି ଆସିଛନ୍ତି ଏହି ଦୁଇ ଓଲିଉଡ଼୍ ନାୟିକା". sambad.in. ୧ April 2018. Retrieved 2 April 2018.
{{cite news}}
: Check date values in:|date=
(help) - ↑ "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 18 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
- ↑ "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.