ଥିଲି ଝିଅ ହେଲି ବୋହୂ
ଦେଖଣା
ଥିଲି ଝିଅ ହେଲି ବୋହୂ | |
---|---|
ନିର୍ଦ୍ଦେଶକ | ବିଜୟ ଭାସ୍କର |
ପ୍ରଯୋଜକ | ବାବୁଲା ମହାନ୍ତି |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ବିଜୟ ଭାସ୍କର |
କାହାଣୀ | ବିଜୟ ଭାସ୍କର |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ବିଜୟ ମହାନ୍ତି ସୁଜାତା ଆନନ୍ଦ ମାମିନା ଦେବୁ ବ୍ରହ୍ମା ଜୟୀରାମ ସାମଲ |
ଚିତ୍ରଗ୍ରହଣ | ଆର୍.ଡି. ମାଥୁର୍ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଥିଲି ଝିଅ ହେଲି ବୋହୂ, ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲା ମହାନ୍ତି । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ସୁଜାତା ଆନନ୍ଦ, ମାମିନା, ଦେବୁ ବ୍ରହ୍ମା, ଜୟୀରାମ ସାମଲ, ଅସୀତ ପତି, ରାଧା ପଣ୍ଡା, ହେମନ୍ତ ଦାସ, କିର୍ତ୍ତୀ କୁମାର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ସୁଜାତା ଆନନ୍ଦ
- ମାମିନା
- ଦେବୁ ବ୍ରହ୍ମା
- ଜୟୀରାମ ସାମଲ
- ଅସୀତ ପତି
- ରାଧା ପଣ୍ଡା
- ହେମନ୍ତ ଦାସ
- କିର୍ତ୍ତୀ କୁମାର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଥିଲି ଝିଅ ହେଲି ବୋହୂ