ତୁଳସୀ ଅପା
ଦେଖଣା
ତୁଳସୀ ଅପା | |
---|---|
ନିର୍ଦ୍ଦେଶକ | ଅମୀୟ ରଞ୍ଜନ ପଟ୍ଟନାୟକ[୧][୨] |
ପ୍ରଯୋଜକ | ଅନୁପମ ପଟ୍ଟନାୟକ |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
କଳାକାର | ବର୍ଷା ନାୟକ |
ସଙ୍ଗୀତ | ପଙ୍କଜ ଜାଲ |
ଚିତ୍ରଗ୍ରହଣ | ଅର୍ଜୁନ ଜେନା |
ସମ୍ପାଦକ | ଦେବେନ ମିଶ୍ର[୩][୪] |
ମୁକ୍ତିଲାଭ ତାରିଖ | ୧୯ ମଇ ୨୦୧୭ |
କଥାଚିତ୍ରର ସମୟ | ୧୨୧ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୁଳସୀ ଅପା, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୫][୬][୭][୮] ଏହା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ ।[୯] ଓଡ଼ିଆ ଭାଷାରେ ତିଆରି ହୋଇଥିବା ଏହା ପ୍ରଥମ ଜୀବନୀଧର୍ମୀ (ବାୟୋପିକ) ଚଳଚ୍ଚିତ୍ର ଅଟେ । ୨୦୧୯ ମସିହା ନଭେମ୍ବର ମାସରେ ତୁଳସୀ ଅପା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିଲା ।[୧୦][୧୧]
ଅଭିନୟରେ
[ସମ୍ପାଦନା]- ବର୍ଷା ନାୟକ (ତୁଳସୀ ମୁଣ୍ଡା)
- ମଧୁସ୍ମିତା (ମିନି)
- ପ୍ରେମାଞ୍ଜନ ପରିଡ଼ା (ତୁଳସୀ ମୁଣ୍ଡାଙ୍କ ବାପା)
- ମମତା ପଣ୍ଡା (ଜହ୍ନ)
- ସୁଜିତ ପାଇକରାୟ (ସହରାଇ ଓରାମ)
- ଲୋଛନୀ ବାଗ (ତୁଳସୀ ମୁଣ୍ଡାଙ୍କ ମା)
- ନେତ୍ରାନନ୍ଦ ବାରିକ
- କନକଲତା ଦାସ
- କାଜଲ ଶତପଥୀ (ଝିଙ୍ଗୀ)
- ଦେବାନନ୍ଦ ସୋନୀ (ଝିଙ୍ଗୀର ସ୍ୱାମୀ)
- ଚୌଧୁରୀ ବିକାଶ ଦାସ[୧୨]
ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ
[ସମ୍ପାଦନା]ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଏହି ଚଳଚ୍ଚିତ୍ରଟି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ଓ ସମ୍ମାନିତ ହୋଇସାରିଛି । ସେଥିମଧ୍ୟରୁ କିଛି ଚଳଚ୍ଚିତ୍ର ଉତ୍ସବ ହେଲା :
- ତେହରାନ୍ ଜସ୍ମିନ୍ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ
- ସିମ୍ଲା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ
- ହରିଆନା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ
- କୋଲାକାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ[୧୩]
- ବେଙ୍ଗାଲୁରୁ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ
- ନାସିକ୍ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ[୧୪]
ପୁରସ୍କାର
[ସମ୍ପାଦନା]- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର(ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରଗ୍ରହଣ
- ଶ୍ରେଷ୍ଠ ଅଭିନେତ୍ରୀ(ହରିଆନା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ)
- ଶ୍ରେଷ୍ଠ ଫିଚର୍ ଫିଲ୍ମ(ସିମ୍ଲା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ)[୧୫]
ଆଧାର
[ସମ୍ପାଦନା]- ↑ "ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ". OTV Khabar. 20 October 2018. Archived from the original on 9 September 2020. Retrieved 9 September 2020.
- ↑ "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
- ↑ "ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ". OTV Khabar. 20 October 2018. Archived from the original on 9 September 2020. Retrieved 9 September 2020.
- ↑ "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ http://kanaknews.com/biopic-of-tulasi-munda-tulasi-apa-trailer-released/
- ↑ https://sambadenglish.com/now-odia-movie-tulasi-apa-on-amazon-prime/
- ↑ https://www.pragativadi.com/check-out-odia-film-tulasi-apa-on-amazon-prime/
- ↑ "ମୁକ୍ତିଲାଭ କଲା 'ତୁଳସୀ ଅପା'". Retrieved 12 June 2017.[permanent dead link]
- ↑ http://www.kff.in/film.php?f=143[permanent dead link]
- ↑ "ତେହରାନ୍ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ 'ତୁଳସୀ ଅପା'". Retrieved 12 June 2017.[permanent dead link]
- ↑ "ବାୟୋପିକ୍ : ସିନେମାର ନୂଆ ଧାରା". ରବିବାର ସମ୍ବାଦ ୧୧/୦୬/୨୦୧୭ ପୃଷ୍ଠା ୩. Retrieved 12 June 2017.[permanent dead link]
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୁଳସୀ ଅପା