ନେତ୍ରାନନ୍ଦ ବାରିକ
ଦେଖଣା
ନେତ୍ରାନନ୍ଦ ବାରିକ | |
---|---|
ଜନ୍ମ | ନେତ୍ରାନନ୍ଦ ବାରିକ |
ମୃତ୍ୟୁ | ୦୬ ଡିସେମ୍ବର ୨୦୨୦ ଖୁଜେନପାଲି, ବଲାଙ୍ଗୀର |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତା, ଗୀତିକାର |
ଉଲ୍ଲେଖନୀୟ କୃତି | ଶଲାବୁଢ଼ା, ଆଦିମ ବିଚାର, ଭୂଖା |
ସନ୍ତାନ | ପ୍ରଶାନ୍ତ, ସଚ୍ଚିଦାନନ୍ଦ, ସଦାନନ୍ଦ, ସ୍ୱରୂପାନନଦ |
ନେତ୍ରାନନ୍ଦ ବାରିକ, ଜଣେ ସମ୍ବଲପୁରୀ ଗୀତିକାର, କଳା ନିର୍ଦ୍ଦେଶକ, ଅଭିନେତା ଓ କାଠ କଳା କାରିଗର ଥିଲେ । ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ମଧ୍ୟ ଥିଲେ ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ନେତ୍ରାନନ୍ଦ ପୌରପାଳିକାରେ ଚାକିରୀ କରୁଥିଲେ । ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ଚଳଚ୍ଚିତ୍ରରେ ଅଭିନୟ
[ସମ୍ପାଦନା]- ଶଲାବୁଢ଼ା - ୨୦୧୨ (କର୍ମୁ ଭୂମିକାରେ)
- ଶଲାବୁଢ଼ାର ବଦଲା
- ଆଦିମ ବିଚାର - ୨୦୧୪
- ଭୂଖା - ୧୯୮୯ ( ଠାକୁରାଣୀ ଦେବୀ ଭୂମିକାରେ । ଅଭିନୟ ସହିତ ପ୍ରଡକ୍ସନ କଣ୍ଟ୍ରୋଲର ଓ ଗୀତିକାର )
- ପାହାଡ଼ର ଲୁହ - ୨୦୧୫
- ବଦଲା
- ପାର୍ବତୀଗିରି
- ଜୟ ଜଗନ୍ନାଥ - ୨୦୧୭
ରଚିତ ଗୀତ
[ସମ୍ପାଦନା]- ଫଟାଇ ଖାଇଲି ବେଲ
- ସଜନୀ[୨]
- ମଚାନ ଉପରେ ବସିଛି
- ଗାଁ ମାଟିର ଶିରୀ ଶଲାବୁଢ଼ା
- କୁଇଲି ଝୁରୁଛେ ଗାଇଗାଇ
- ଶୁଭ ଲଗନେ ବର କଲେ ଗମନ[୩]
ପ୍ରକାଶିତ ପୁସ୍ତକ
[ସମ୍ପାଦନା]- ତୁକୁଡ଼ା କାଁଚେ ଚାନ୍ଦ (କବିତା ସଂକଳନ)
- କୋଶଲୀ କଥାନୀ (କଥାନୀ ପୁସ୍ତକ)
- ଅରୁ କ୍ଷ (ନାଟକ)[୪]
ଆଧାର
[ସମ୍ପାଦନା]- ↑ (RM), Samaja Digital (7 December 2020). "ଫଟାଇ ଖାଇଲି ବେଲ କୋକିଲରେ' ଗୀତର ଲେଖକ ତଥା 'ଶଲାବୁଢ଼ା' ଚଳଚ୍ଚିତ୍ରର ଅଭିନେତା ନେତ୍ରାନନ୍ଦ ବାରିକଙ୍କ ପରଲୋକ". Samaja Live. Retrieved 9 December 2024.
- ↑ "ଗୀତିକାର ନେତ୍ରାନନ୍ଦ ବାରିକଙ୍କ ପରଲୋକ". www.dharitri.com. ଧରିତ୍ରୀ. Archived from the original on 7 December 2020. Retrieved 7 December 2020.
- ↑ "ଗୀତିକାର ନେତ୍ରାନନ୍ଦ ବାରିକଙ୍କର ପରଲୋକ". No. ସମ୍ବାଦ ୦୭/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୭. Archived from the original on 7 December 2020. Retrieved 7 December 2020.
- ↑ Prabaha, Koshala (6 December 2020). "ଆକାଶବାଣୀ ଗୀତିକାର ତଥା କାଷ୍ଠ କଳା ଶିଳ୍ପୀ, ଚଳଚ୍ଚିତ୍ର ଅଭିନେତା ନେତ୍ରାନନ୍ଦ ବାରିକ ଚାଲିଗଲେ". Koshala prabaha live. Retrieved 9 December 2024.