ତୁଳସୀ ଅପା

ଉଇକିପିଡ଼ିଆ‌ରୁ
ତୁଳସୀ ଅପା
ନିର୍ଦ୍ଦେଶକଅମୀୟ ରଞ୍ଜନ ପଟ୍ଟନାୟକ[୧][୨]
ପ୍ରଯୋଜକଅନୁପମ ପଟ୍ଟନାୟକ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
କଳାକାରବର୍ଷା ନାୟକ
ସଙ୍ଗୀତପଙ୍କଜ ଜାଲ
ଚିତ୍ରଗ୍ରହଣଅର୍ଜୁନ ଜେନା
ସମ୍ପାଦକଦେବେନ ମିଶ୍ର[୩][୪]
ମୁକ୍ତିଲାଭ ତାରିଖ
୧୯ ମଇ ୨୦୧୭
କଥାଚିତ୍ରର ସମୟ
୧୨୧ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ତୁଳସୀ ଅପା, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୫][୬][୭][୮] ଏହା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ ।[୯] ଓଡ଼ିଆ ଭାଷାରେ ତିଆରି ହୋଇଥିବା ଏହା ପ୍ରଥମ ଜୀବନୀଧର୍ମୀ (ବାୟୋପିକ) ଚଳଚ୍ଚିତ୍ର ଅଟେ । ୨୦୧୯ ମସିହା ନଭେମ୍ବର ମାସରେ ତୁଳସୀ ଅପା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିଲା ।[୧୦][୧୧]

ଅଭିନୟରେ[ସମ୍ପାଦନା]

ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ[ସମ୍ପାଦନା]

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଏହି ଚଳଚ୍ଚିତ୍ରଟି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ଓ ସମ୍ମାନିତ ହୋଇସାରିଛି । ସେଥିମଧ୍ୟରୁ କିଛି ଚଳଚ୍ଚିତ୍ର ଉତ୍ସବ ହେଲା :

  • ତେହରାନ୍‌ ଜସ୍ମିନ୍‌ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ
  • ସିମ୍‌ଲା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ
  • ହରିଆନା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ
  • କୋଲାକାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ[୧୩]
  • ବେଙ୍ଗାଲୁରୁ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ
  • ନାସିକ୍ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ[୧୪]

ପୁରସ୍କାର[ସମ୍ପାଦନା]

  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର(ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରଗ୍ରହଣ
  • ଶ୍ରେଷ୍ଠ ଅଭିନେତ୍ରୀ(ହରିଆନା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ)
  • ଶ୍ରେଷ୍ଠ ଫିଚର୍‌ ଫିଲ୍ମ(ସିମ୍‌ଲା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ)[୧୫]

ଆଧାର[ସମ୍ପାଦନା]

  1. "ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ". OTV Khabar. 20 October 2018. Archived from the original on 9 September 2020. Retrieved 9 September 2020.
  2. "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
  3. "ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ". OTV Khabar. 20 October 2018. Archived from the original on 9 September 2020. Retrieved 9 September 2020.
  4. "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
  5. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  6. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  7. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  8. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  9. http://kanaknews.com/biopic-of-tulasi-munda-tulasi-apa-trailer-released/
  10. https://sambadenglish.com/now-odia-movie-tulasi-apa-on-amazon-prime/
  11. https://www.pragativadi.com/check-out-odia-film-tulasi-apa-on-amazon-prime/
  12. "ମୁକ୍ତିଲାଭ କଲା 'ତୁଳସୀ ଅପା'". Retrieved 12 June 2017.[permanent dead link]
  13. http://www.kff.in/film.php?f=143[permanent dead link]
  14. "ତେହରାନ୍‌ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ 'ତୁଳସୀ ଅପା'". Retrieved 12 June 2017.[permanent dead link]
  15. "ବାୟୋପିକ୍ : ସିନେମାର ନୂଆ ଧାରା". ରବିବାର ସମ୍ବାଦ ୧୧/୦୬/୨୦୧୭ ପୃଷ୍ଠା ୩. Retrieved 12 June 2017.[permanent dead link]

ବାହାର ଆଧାର[ସମ୍ପାଦନା]