ଜ୍ୟାକି ଶ୍ରଫ୍
ଦେଖଣା
ଜ୍ୟାକି ଶ୍ରଫ୍ | |
|---|---|
ସୋନାଟାର ପ୍ରଦର୍ଶନୀ ସମୟରେ ଜ୍ୟାକି ଶ୍ରଫ୍ | |
| ଜନ୍ମ | ଜୟ କ୍ରିଷ୍ଣ କାକୁଭାଇ ଶ୍ରଫ୍ ୧ ଫେବୃଆରୀ ୧୯୫୭ |
| Other names | ଜ୍ୟାକି ଶ୍ରଫ୍ ଜଗ୍ଗୁ ଦାଦା |
| ପେଷାs | ମଡ଼େଲ୍, ଅଭିନେତା, ଚଳଚ୍ଚିତ୍ର ପ୍ରଯୋଜକ |
| ଜଣାଶୁଣା | ହିରୋ ଯୁଦ୍ଧ କର୍ମ |
| ଜୀବନସାଥୀ | |
| Children | ଟାଇଗର ଶ୍ରଫ୍ କ୍ରିଷ୍ଣା ଶ୍ରଫ୍ |
| ୱେବ୍ସାଇଟ୍ | www |
ଜୟ କ୍ରିଷ୍ଣ କାକୁଭାଇ ଜ୍ୟାକି ଶ୍ରଫ୍ (ଜନ୍ମ ୧ ଫେବୃଆରୀ ୧୯୫୭) ଜଣେ ଭାରତୀୟ ଅଭିନେତା । ସେ ବିଗତ ୪ ଦଶନ୍ଧି ଧରି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଆସୁଛନ୍ତି ଓ ୧୧ଟି ଭାଷାରେ ୨୨୦ଟି ଚଳଚ୍ଚିତ୍ର କରିଛନ୍ତି, (ହିନ୍ଦୀ, କୋଙ୍କଣୀ, କନ୍ଣଡ, ମରାଠୀ, ଓଡ଼ିଆ, ପଞ୍ଜାବୀ, ବଙ୍ଗଳା, ମାଲାୟାଲମ, ତାମିଲ, ତେଲୁଗୁ, ଭୋଜପୁରୀ ଓ ଗୁଜରାଟୀ)
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଇଣ୍ଟରନେଟ ମୁଭି ଡାଟାବେସରେ ଜ୍ୟାକି ଶ୍ରଫ୍