ଚୋରି ଚୋରି ମନ ଚୋରି
ଚୋରି ଚୋରି ମନ ଚୋରି | |
---|---|
ନିର୍ଦ୍ଦେଶକ | ରାଜୀବ ମହାନ୍ତି |
ପ୍ରଯୋଜକ | ଅନାମ ଚରଣ ସାହୁ ଭବାନୀ ଚରଣ ରଥ |
ସଂଳାପ | ରଜନୀ ରଞ୍ଜନ |
କଳାକାର | ଦେବାଶିଷ ନିକିତା ମିହିର ଦାସ କୁନା ତ୍ରିପାଠୀ ପୁଷ୍ପା ପଣ୍ଡା ପିଣ୍ଟୁ ନନ୍ଦ |
ସଙ୍ଗୀତ | ବିକାଶ ଶୁକ୍ଳା |
ମୁକ୍ତିଲାଭ ତାରିଖ | ୨୦୧୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚୋରି ଚୋରି ମନ ଚୋରି, ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁ ଓ ଭବାନୀ ଚରଣ ରଥ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ । ରାଜୀବ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନାରେ ଦେଇଥିଲେ ।[୧][୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର ଓ ନିକିତା । ମିହିର ଦାସ, କୁନା ତ୍ରିପାଠୀ, ମୀନକେତନ ଦାସ, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
ଗୀତ ଓ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଶୁକ୍ଳା । ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଆଧାର[ସମ୍ପାଦନା]
- ↑ "ପୁଣି ଓଲିଉଡରେ ଏକ ନୂଆ ଏବଂ ଫ୍ରେସ୍ ଯୋଡ଼ି | Sambad". Sambad (in Odia). Odisha. 25 September 2018. Archived from the original on 29 September 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "'ତୁ ମୋର ନିହାତି ଦରକାର'ରେ ଓଲିଉଡକୁ ଆସୁଛନ୍ତି ଏହି ନୂଆ ଯୋଡ଼ି | Sambad". Sambad. 24 August 2018. Retrieved 31 August 2018.
- ↑ "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
- ↑ "ଓଲିଉଡ୍ ଅଭିନେତ୍ରୀ ନିକିତାଙ୍କ ଆକସ୍ମିକ ମୃତ୍ୟୁ; ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା". Sambad.in (in Odia). Odisha. 5 January 2019. Archived from the original on 6 January 2019. Retrieved 5 January 2019.
{{cite news}}
: CS1 maint: unrecognized language (link) - ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ଅଧିକ ତଥ୍ୟ[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ଚୋରି ଚୋରି ମନ ଚୋରି