ଗଡ୍‌ସ୍ ଓନ୍ ପିପୁଲ୍

ଉଇକିପିଡ଼ିଆ‌ରୁ
ଗଡ୍‌ସ୍ ଓନ୍ ପିପୁଲ୍
ନିର୍ଦ୍ଦେଶକନୀଳମାଧବ ପଣ୍ଡା
ପ୍ରଯୋଜକଅକ୍ଷୟ କୁମାର ପରିଜା
ସଙ୍ଗୀତମହେଶ ରଞ୍ଜନ ପ୍ରଧାନ
ଚିତ୍ରଗ୍ରହଣଇନ୍ଦ୍ରନୀଲ ଲାହିର
ସମ୍ପାଦକପୁଲୋମା ପାଲ
କଥାଚିତ୍ରର ସମୟ
୮୦ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୭୮ ଲକ୍ଷ

ଗଡ୍‌ସ୍ ଓନ୍ ପିପୁଲ୍, ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଉପରେ ଆଧାରିକ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନୀଳ ମାଧବ ପଣ୍ଡା । ଏହି ଚଳଚ୍ଚିତ୍ରଟି ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ମୁକ୍ତିଲାଭ କରିଥିଲା । ହିନ୍ଦୀ କଥାଚିତ୍ର ଜଗତର ଅଭିନେତା ଅମିତାଭ ବଚ୍ଚନ ଏହି ଚଳଚ୍ଚିତ୍ରର ଜଣେ କଥାକାର ଭାବରେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟ ପାଇଁ ସେ କୌଣସି ପାରିଶ୍ରମିକ ମଧ୍ୟ ନେଇ ନଥିଲେ ।[୧]

୧୨ ମଇ ୨୦୧୬ରେ ଏହି ଚଳଚ୍ଚିତ୍ରଟି ପ୍ୟାରିସ୍‌ରେ ଅନୁଷ୍ଠିତ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଦେଖାଯାଇଥିଲା । ଏହି ଉତ୍ସବରେ ଓଡ଼ିଶାର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ ।[୨] ଏହି ଉତ୍ସବରେ ବିଶ୍ୱସ୍ତରର ଚଳଚ୍ଚିତ୍ର ନିର୍ମାତାଙ୍କୁ ଓଡ଼ିଶାକୁ ସ୍ୱାଗତ କରିଥିଲେ ନିତୀନ ଜ‌ୱାଲେ, ଶ୍ରୀ ପଟ୍ଟନାୟକ ଏବଂ ଅଶୋକ ପଣ୍ଡା ।[୩] ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅପ୍ରେଲ ୨୦୧୬ରରେ ଏହା ଆଇନ‌କ୍ସ, ଭୁବନେଶ୍ୱରରେ ଦେଖାଯାଇଥିଲା ।[୪] ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଏସ. ସି. ଜମିର ମଧ୍ୟ ଉପସ୍ଥିତ ଥିଲେ ।[୫]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "CM dedicates documentary 'God's Own People' to people of Odisha". ଓ ଟିଭି. 26 June 2017. Retrieved 19 August 2017.
  2. "GOD'S OWN PEOPLE DOCUMENTARY IN CANNES FILM FESTIVAL 2016". Incredible Orissa. 11 May 2016. Retrieved 19 August 2017.
  3. "'God's Own People' A film by Nila Madhab Panda unveiled at Cannes!". My City Links. 13 May 2016. Retrieved 19 August 2017.
  4. "God's Own People : Documentary on Jagannath Nabakalebara to be featured in Cannes Film festival". Bhubaneswar Buzz. 20 April 2016. Retrieved 19 August 2017.
  5. "Amitabh Bachchan to lend voice to 'God's Own People'". Orissa Post. 2 June 2016. Retrieved 19 August 2017.

ବାହାର ଆଧାର[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ଗଡ୍‌ସ୍ ଓନ୍ ପିପୁଲ୍