ଓ ଟିଭି
ଦେଖଣା
ଓଡ଼ିଶା ଟିଭି ବା ଓଟିଭି ଓଡ଼ିଶାର ଏକ ବେସରକାରୀ ଟିଭି ଚ୍ୟାନେଲ । ଏହା ୧୯୯୭ରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା । ଏହା ଓଡ଼ିଶାର ପ୍ରଥମ ବେସରକାରୀ ଟିଭି ଚ୍ୟାନେଲ ।[୧][୨][୩][୪]
୧୯୯୭ ମସିହାରେ ଏହା ପ୍ରଥମେ ଭୁବନେଶ୍ୱର ଓ କଟକ ସହରରେ ନିଜ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା । ପରେ ଏହା ଓଡ଼ିଶାର ସମସ୍ତ ଅଞ୍ଚଳରେ ନିଜର କାର୍ଯ୍ୟକ୍ରମ ପ୍ରସାରଣ କରିଥିଲେ । ୨୦୦୬ ମସିହା ଡିସେମ୍ବର ମାସରେ ଏହା ଏକ ସାଟେଲାଇଟ ଚ୍ୟାନେଲରେ ପରିବର୍ତ୍ତିତ ହୋଇଥିଲା ।
ଧାରାବାହିକ ସୂଚନା
[ସମ୍ପାଦନା]- ସକାଳର ଖବର
- ରଣଭୁମି
- ଝଲକ୍
- ଜନମଞ୍ଚ
- ଇନ୍ଦ୍ରଧନୁ
- ପ୍ରତିଦିନ
- ଗପସପ
- ଦି ଗ୍ରେଟ୍ ଓଡ଼ିଶା ପଲିଟିକାଲ୍ ସର୍କସ୍
- ଟେଶ୍ଟି ଟେଶ୍ଟି [୫]
- Story of ଓଡ଼ିଶା
- ନ୍ୟୁଜ୍ ଫ୍ୟୁଜ୍
- ଫିଦିନ
- ଆପଣ ଏକା ନୁହଁନ୍ତି
- ଖୋଲାକଥା
- ଆଜ୍ଞା ମାଇଣ୍ଡ୍ କଲେ କି
- ମେକିଙ୍ଗ୍ ନ୍ୟୁଜ୍
- ଏଇ ଘଣ୍ଟାର ଖବର
- Taste of ଓଡ଼ିଶା
- Morning ରାଉଣ୍ଡ୍ ଅପ୍
- E-ନ୍ୟୁଜ୍
- ଜୀବନ ଦୋଛକିରେ ଆଶାର ଆଲୋକ
- ଆତ୍ମା ପ୍ରେତାତ୍ମା ପରମାତ୍ମା
- ବିଜ୍ନେସ୍ ଓଡ଼ିଶା
- ନ୍ୟୁଜ୍@9
- ଗାଁରୁ ପ୍ରତିଦିନ
- ଭାଗ୍ୟରେଖା Live
- ସର୍ବେ ଭବନ୍ତୁ ସୁଖୀନଃ
- ଅପରାଧ ଡାଏରୀ
- ସ୍ପେଶାଲ୍ ରିପୋର୍ଟ୍
ଆଧାର
[ସମ୍ପାଦନା]- ↑ "About OdishaTV News - OTV English". Latest Odisha News, Breaking News Today | Top Updates on Corona - OTV News (in ଆମେରିକୀୟ ଇଂରାଜୀ). Retrieved 2020-12-29.
- ↑ Chatterjee, Mrinal (29 December 2020). "Television in Odisha" (PDF). Odisha State Open University.
- ↑ Nahak, Dr Fakira Mohan (2020-12-01). "POLITICAL COMMUNICATION IN ODISHA: A STUDY OF ODIA TELEVISION NEWS CHANNELS". PalArch's Journal of Archaeology of Egypt / Egyptology (in ଇଂରାଜୀ). 17 (6): 4084–4094. ISSN 1567-214X. Archived from the original on 2022-09-20. Retrieved 2022-04-18.
- ↑ "About Odisha TV". Taboola.com (in ଆମେରିକୀୟ ଇଂରାଜୀ). Retrieved 2020-12-29.
- ↑ "OTV : TV schedule India". tvscheduleindia.com. Archived from the original on 2020-10-26. Retrieved 2020-12-29.