ଓଷା

ଉଇକିପିଡ଼ିଆ‌ରୁ

ଅନ୍ୟ ଅର୍ଥ ପାଇଁ ଉପାସ ବା ଉପବାସ ଦେଖନ୍ତୁ । ଓଷା ଉପାସ ବା ଉପବାସକୁ ବୁଝାଇଥାଏ । ଆହୁରି ମଧ୍ୟ ଏହା ଓଡ଼ିଆମାନଙ୍କ ଦେଇ ପାଳନ କରାଯାଉଥିବା ଏକ ଓଡ଼ିଆବ୍ରତ ପାଳନ ବିଧିକୁ ବୁଝାଇଥାଏ ।

ବିଶେଷତା[ସମ୍ପାଦନା]

ବ୍ରତ ଉଭୟ ପୁରୁଷ ଓ ନାରୀମାନଙ୍କ ଦେଇ ପାଳିତ ଧାର୍ମିକ ବିଧିକୁ ବୁଝାଇଥାଏ । କିନ୍ତୁ ଓଷା କେବଳ ନାରୀମାନେ ପାଳନ କରିଥାନ୍ତି ।[୧]

ନାନାଦି ଓଷା [୨][ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଗୋପାଳ ଚନ୍ଦ୍ର ପ୍ରହରାଜ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ (୧୯୩୩). ପ୍ରଥମ ଖଣ୍ଡ. ପୃ. ୧୧୮୩
  2. "The perishing tradition of OSHA BRATA AND MELA in Odisha". destinationodisha.com. 2012. Retrieved 28 September 2012. There are atleast 18 major Oshas in a year