ଓଷା
Appearance
(Osaରୁ ଲେଉଟି ଆସିଛି)
ଅନ୍ୟ ଅର୍ଥ ପାଇଁ ଉପାସ ବା ଉପବାସ ଦେଖନ୍ତୁ । ଓଷା ଉପାସ ବା ଉପବାସକୁ ବୁଝାଇଥାଏ । ଆହୁରି ମଧ୍ୟ ଏହା ଓଡ଼ିଆମାନଙ୍କ ଦେଇ ପାଳନ କରାଯାଉଥିବା ଏକ ଓଡ଼ିଆ ଓ ବ୍ରତ ପାଳନ ବିଧିକୁ ବୁଝାଇଥାଏ ।
ବିଶେଷତା
[ସମ୍ପାଦନା]ବ୍ରତ ଉଭୟ ପୁରୁଷ ଓ ନାରୀମାନଙ୍କ ଦେଇ ପାଳିତ ଧାର୍ମିକ ବିଧିକୁ ବୁଝାଇଥାଏ । କିନ୍ତୁ ଓଷା କେବଳ ନାରୀମାନେ ପାଳନ କରିଥାନ୍ତି ।[୧]
- ଋଷିପଞ୍ଚମୀ ଓଷା
- କଉଡ଼ିଆ ବିଣାକ ଓଷା
- କାଞ୍ଜିଅଅଁଳା ଓଷା
- ଷଠିଓଷା
- ଖୁଦୁରୁକୁଣି ଓଷା ବା ଭାଲୁକୁଣି ଓଷା
- ଚଇତି ମଙ୍ଗଳବାର ଓଷା
- ଜହ୍ନିଓଷା
- ଦୂତୀବାହନ ଓଷା
- ନାଗଲଚଉଠି ଓଷା
- ପଣ୍ଡଓଷା
- ପନ୍ଥେଇ ଓଷା
- ପୁନିଅ ଓଷା
- ପୁଷ ରଇବାର ଓଷା
- ଫୁଲ୍ଲୋରି ଓଷା
- ବଡ଼ଓଷା
- ବାଟଓଷା
- ବାଲି ତୃତୀୟା
- ବୁଧେଇ ଓଷା
- ଭାଇଦୁତିଆ ବା ଯମଦୁତିଆ ଓଷା
- ଭୋଦେଇ ଓଷା
- ମଙ୍ଗୁଳି ଓଷା
- ମାଣବସା ଗୁରୁବାର ଓଷା
- ସାବିତ୍ରୀ ଓଷା
- ସୋମନାଥ ବ୍ରତ
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ଗୋପାଳ ଚନ୍ଦ୍ର ପ୍ରହରାଜ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ (୧୯୩୩). ପ୍ରଥମ ଖଣ୍ଡ. ପୃ. ୧୧୮୩
- ↑ "The perishing tradition of OSHA BRATA AND MELA in Odisha". destinationodisha.com. 2012. Archived from the original on 22 August 2013. Retrieved 28 September 2012.
There are atleast 18 major Oshas in a year