ଓଁ ନମଃ ଶିବାୟ (୨୦୧୦ର କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଓ‍ଁ ନମଃ ଶିବାୟ
ନିର୍ଦ୍ଦେଶକରବିନ୍ଦ୍ର ପ୍ରଧାନ
ପ୍ରଯୋଜକଗିରିଧାରୀ ମଲ୍ଲିକ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟରବିନ୍ଦ୍ର ପ୍ରଧାନ
କାହାଣୀରବିନ୍ଦ୍ର ପ୍ରଧାନ
କଳାକାରବବ୍‌ଲୁ
ରାଲି ନନ୍ଦ
ବିଜୟ ମହାନ୍ତି
ଅନିତା ଦାସ
ହର ପଟ୍ଟନାୟକ
ମୀନକେତନ
ସଲିଲ ମିତ୍ର
ସଙ୍ଗୀତଅଭିଜିତ ମଜୁମଦାର
ସମ୍ପାଦକରବିନ୍ଦ୍ର ପ୍ରଧାନ
ମୁକ୍ତିଲାଭ ତାରିଖ
୧୯ ନଭେମ୍ବର ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଓଁ ନମଃ ଶିବାୟ ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗିରିଧାରୀ ମଲ୍ଲିକ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରବିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବବ୍‌ଲୁ । ଅଭିନେତ୍ରୀ ରାଲି ନନ୍ଦ ଏହି କଥାଚିତ୍ରଟିରେ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ ।[୧] ବିଜୟ ମହାନ୍ତି, ଅନିତା ଦାସ, ହର ପଟ୍ଟନାୟକ, ମୀନକେତନ, ଚକ୍ରଧର ଜେନା, ରତନ ମେହେର, ସଲିଲ ମିତ୍ର, ନୀଳମଣି ସାହୁ, ସଣ୍ଟୁ, ସାହେବ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାରଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଭିଜିତ ମଜୁମଦାର, ତପୁ ମିଶ୍ର, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ବଜା ଢୋଲ ମହୁରୀ ବଜା" 
2."ଦିଲ୍ ଜାନିଆ ତୋ ରୂପ ମନ ଛୁଆଁ" 
3."ନିଜେ ଦୁଃଖେ ରହି" 
4."ଓ ନାନୀ" 
5."ଓମ୍ ନମଃ ଶିବାୟ" 

ଆଧାର[ସମ୍ପାଦନା]

  1. "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 2 April 2018.

ବାହାର ଆଧାର[ସମ୍ପାଦନା]