ଆଶାର ଆକାଶ

ଉଇକିପିଡ଼ିଆ‌ରୁ
ଆଶାର ଆକାଶ
ନିର୍ଦ୍ଦେଶକଗଦାଧର ପୁଟୀ
କଳାକାରଅଜିତ ଦାସ, ଝରଣା ଦାସ
ସଙ୍ଗୀତମନ୍ମଥ ମିଶ୍ର
ମୁକ୍ତିଲାଭ ତାରିଖ
୧୯୮୩
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୩୨ଲକ୍ଷ ୬୦ହଜାର

ଆଶାର ଆକାଶ ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହା ଗଦାଧର ପୁଟୀଙ୍କ ନିର୍ଦ୍ଦେଶନାରେ[୨] ନିର୍ମିତ ହେଇଥିଲା ।[୩]

ଅଭିନେତ୍ରୀ ବିଜୟା ଜେନା ଏହି କଥାଚିତ୍ରଟି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪]

ଅଭିନୟରେ[ସମ୍ପାଦନା]

ଓଡ଼ିଆକଥାଚିତ୍ର ‘ଆଶାର ଆକାଶ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ବିଶେଷତ୍ୱ[ସମ୍ପାଦନା]

'ଆଶାର ଆକାଶ' କଥାଚିତ୍ରରେ ମନ୍ମଥ ମିଶ୍ର ପ୍ରଥମ ଥର ନିମନ୍ତେ ସ୍ୱର ସଂଯୋଜନା କରିବା ସହ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ ।[୬]

ଆଧାର[ସମ୍ପାଦନା]

  1. Orissa reference: glimpses of Orissa (in ଇଂରାଜୀ). TechnoCAD Systems. 2001. p. ୧୫୩. Retrieved 23 September 2018.
  2. http://www.orissadiary.com/CurrentNews.asp?id=30737[permanent dead link]
  3. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1995–. ISBN 978-1-135-94325-7.
  4. ୪.୦ ୪.୧ "ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା" (in Odia). ଓଡ଼ିଶା. 18 October 2017. Archived from the original on 14 October 2020. Retrieved 1 October 2018.{{cite news}}: CS1 maint: unrecognized language (link)
  5. http://dff.nic.in/ODIA_CINEMA_AND_ODIAS_IN_CINEMA_1.asp
  6. "ବୋଉକୁ ପୁରୀ ବୁଲାଇଥିଲି". ଛୁଟିଦିନ (ଧରିତ୍ରୀ). Retrieved 17 September 2016.

ବାହାର ଆଧାର[ସମ୍ପାଦନା]