ଆଇନ କାନୁନ
| ଆଇନ୍ କାନୁନ୍ | |
|---|---|
| ନିର୍ଦ୍ଦେଶକ | ଏସ୍ ଶଙ୍କର |
| ପ୍ରଯୋଜକ | ରବିନ୍ଦ୍ର ପଣ୍ଡା |
| ସଂଳାପ | ସନ୍ତୋଷ ମିଶ୍ର |
| ଚିତ୍ରନାଟ୍ୟ | ଏସ୍ ଶଙ୍କର |
| କାହାଣୀ | ବିଜୟଲକ୍ଷ୍ମୀ ପଣ୍ଡା |
| କଳାକାର | ତନ୍ମୟ ମିଶ୍ର, ବବ୍ଲି, ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ |
| ସଙ୍ଗୀତ | ଅଭିଜିତ ମଜୁମଦାର |
| ଚିତ୍ରଗ୍ରହଣ | ଅଜିତ ଶ୍ରୀବାସ୍ତବ |
| ସମ୍ପାଦକ | କୁନା ରାଉଳ |
ମୁକ୍ତିଲାଭ ତାରିଖ | ୧୬ ଡିସେମ୍ବର ୨୦୧୧ |
କଥାଚିତ୍ରର ସମୟ | ୧୨୧ ମିନିଟ୍ |
| ଦେଶ | |
| ଭାଷା | ଓଡ଼ିଆ |
ଆଇନ କାନୁନ, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ପଣ୍ଡା । ବିଜୟଲକ୍ଷ୍ମୀ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ସନ୍ତୋଷ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍ ଶଙ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତନ୍ମୟ ମିଶ୍ର ଏବଂ ବବ୍ଲି । ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ, ସୁମନ, ନୃସିଂହ ମହାନ୍ତି, ଅମର, ପ୍ରିୟଙ୍କା ମହାପାତ୍ର, ମୂଷା, କିଷାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । [୧]
ଅଭିନୟରେ
[ସମ୍ପାଦନା]- ତନ୍ମୟ ମିଶ୍ର
- ବବ୍ଲି
- ମିହିର ଦାସ[୨]
- କୁନା ତ୍ରିପାଠୀ
- ପିଣ୍ଟୁ ନନ୍ଦ
- ସମରେଶ ରାଉତରାୟ
- ରଫି
- ସୁମନ
- ନୃସିଂହ ମହାନ୍ତି
- ଥମସପ୍
- ଅମର
- ଲକି
- ପ୍ରିୟଙ୍କା ମହାପାତ୍ର
- ମୂଷା
- କିଷାନ
- ନାରାୟଣ
- ଓ. ଏନ୍. ଡ୍ରିଲା
- ନଳିନୀ
- ବିନୁ
- ଆରୟନ୍
- ପ୍ରିୟାନ୍ସି
- ଅଭିଶେଖ
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୩] ବାପୁ ଗୋସ୍ୱାମୀ, ନିର୍ମଳ ନାୟକ, ସୁଜିତ ପରିଜା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଜେମସ୍, ଅଭିଜିତ ମଜୁମଦାର, ଇରା ମହାନ୍ତି, ଉଦିତ ନାରାୟଣ, ପମି, କୁମାର ସାନୁ, ଶାନ୍ତନୁ, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ମଣ୍ଡା ଫୁଲ" | |
| 2. | "ଆରେ ନିଦ ଆରେ" | |
| 3. | "ତମେ ଯେତେ ମୋ ଠାରୁ" | |
| 4. | "ଏ ଜୀବନ ନୁହେଁ ଲୁହ ସାଗର" | |
| 5. | "ଆମ୍ବ ବଉଳିଲା" | |
| 6. | "ଆଖିର ଝରକାକୁ" | |
| 7. | "ମୋ ମନକୁ" |
ଆଧାର
[ସମ୍ପାଦନା]- ↑ Palit, Ashok. "Bubbly Tanmaya starrer Aain Kanoon is set to go on theatre soon". OrissaDiary.com. Archived from the original on 8 April 2015. Retrieved 20 July 2016.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଆର୍କାଇଭ୍ କପି". Archived from the original on 2015-04-08. Retrieved 2016-01-13.
{{cite web}}: Cite has empty unknown parameter:|1=(help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଇନ କାନୁନ