ଆଇନ କାନୁନ

ଉଇକିପିଡ଼ିଆ‌ରୁ
(Aain Kanunରୁ ଲେଉଟି ଆସିଛି)
ଆଇନ୍ କାନୁନ୍
ନିର୍ଦ୍ଦେଶକଏସ୍ ଶଙ୍କର
ପ୍ରଯୋଜକରବିନ୍ଦ୍ର ପଣ୍ଡା
ସଂଳାପସନ୍ତୋଷ ମିଶ୍ର
ଚିତ୍ରନାଟ୍ୟଏସ୍ ଶଙ୍କର
କାହାଣୀବିଜୟଲକ୍ଷ୍ମୀ ପଣ୍ଡା
କଳାକାରତନ୍ମୟ ମିଶ୍ର, ବବ୍‌ଲି, ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଅଜିତ ଶ୍ରୀବାସ୍ତବ
ସମ୍ପାଦକକୁନା ରାଉଳ
ମୁକ୍ତିଲାଭ ତାରିଖ
୧୬ ଡିସେମ୍ବର ୨୦୧୧
କଥାଚିତ୍ରର ସମୟ
୧୨୧ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଆଇନ କାନୁନ, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ପଣ୍ଡା । ବିଜୟଲକ୍ଷ୍ମୀ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ । ସନ୍ତୋଷ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍ ଶଙ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିବା ସ‌ହ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତନ୍ମୟ ମିଶ୍ର ଏବଂ ବବ୍‌ଲି । ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ, ସୁମନ, ନୃସିଂହ ମହାନ୍ତି, ଅମର, ପ୍ରିୟଙ୍କା ମହାପାତ୍ର, ମୂଷା, କିଷାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । [୧]

ଅଭିନୟରେ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୩] ବାପୁ ଗୋସ୍ୱାମୀ, ନିର୍ମଳ ନାୟକ, ସୁଜିତ ପରିଜା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଜେମସ୍, ଅଭିଜିତ ମଜୁମଦାର, ଇରା ମହାନ୍ତି, ଉଦିତ ନାରାୟଣ, ପମି, କୁମାର ସାନୁ, ଶାନ୍ତନୁ, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମଣ୍ଡା ଫୁଲ" 
2."ଆରେ ନିଦ ଆରେ" 
3."ତମେ ଯେତେ ମୋ ଠାରୁ" 
4."ଏ ଜୀବନ ନୁହେଁ ଲୁହ ସାଗର" 
5."ଆମ୍ବ ବଉଳିଲା" 
6."ଆଖିର ଝରକାକୁ" 
7."ମୋ ମନ‌କୁ" 

ଆଧାର[ସମ୍ପାଦନା]

  1. Palit, Ashok. "Bubbly Tanmaya starrer Aain Kanoon is set to go on theatre soon". OrissaDiary.com. Archived from the original on 8 April 2015. Retrieved 20 July 2016.
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  3. "ଆର୍କାଇଭ୍ କପି". Archived from the original on 2015-04-08. Retrieved 2016-01-13. {{cite web}}: Cite has empty unknown parameter: |1= (help)

ବାହାର ଆଧାର[ସମ୍ପାଦନା]