ଆ' ଜହ୍ନରେ ଲେଖିବା ନାଁ
ଆ' ଜହ୍ନରେ ଲେଖିବା ନାଁ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ବିରଞ୍ଚି ନାରାୟଣ ପଣ୍ଡା |
ସଂଳାପ | ଭରଦ୍ୱାଜ ପଣ୍ଡା |
ଚିତ୍ରନାଟ୍ୟ | ଆଶୀର୍ବାଦ ପଟ୍ଟନାୟକ ସୁଶାନ୍ତ ମଣି |
କାହାଣୀ | ଆଶୀର୍ବାଦ ପଟ୍ଟନାୟକ |
କଳାକାର | ଅନୁଭବ ମହାନ୍ତି ଗୀତାଞ୍ଜଳୀ ଅପରାଜିତା ମହାନ୍ତି ଝରଣା ଦାସ ମନୋଜ ମିଶ୍ର ଜୟୀରାମ ସାମଲ |
ସଙ୍ଗୀତ | ଶରତ ନାୟକ |
ଚିତ୍ରଗ୍ରହଣ | ଶୁଭ୍ରାଂଶୁ |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୦୦୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆ' ଜହ୍ନରେ ଲେଖିବା ନାଁ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିରଞ୍ଚି ନାରାୟଣ ପଣ୍ଡା ।[୧] ଆଶୀର୍ବାଦ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଗୀତାଞ୍ଜଳି । ଅପରାଜିତା ମହାନ୍ତି, ଝରଣା ଦାସ, ମନୋଜ ମିଶ୍ର, ଜୟୀରାମ ସାମଲ, ପପୁନ, ଅରୋସ୍ମିତା, ଆକାଂକ୍ଷା, ବିଭୁଦତ୍ତ, ପ୍ରକାଶ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି
- ଗୀତାଞ୍ଜଳୀ
- ଅପରାଜିତା ମହାନ୍ତି
- ଝରଣା ଦାସ
- ମନୋଜ ମିଶ୍ର
- ଜୟୀରାମ ସାମଲ
- ପପୁନ
- ଅରୋସ୍ମିତା
- ଆକାଂକ୍ଷା
- ବିଭୁଦତ୍ତ
- ପ୍ରକାଶ
- ସୁମନ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ, ଦେବୀଦତ୍ତ ମହାନ୍ତି ଆଦି ଗୀତକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ଅରବିନ୍ଦ ଦତ୍ତ, ତପୁ ମିଶ୍ର, ଶରତ ନାୟକ, ପମି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "କିଛି ରଙ୍ଗ ଲାଗେ ଦେହରେ" | |
2. | "ଚେହେରାରୁ ଲାଗ ତୁମେ" | |
3. | "ଆଜିକାଲି ମନ ମୋର" | |
4. | "ଭାଗ୍ୟ ଯେତେ କରୁ ବଡ଼" | |
5. | "ଆ' ଜହ୍ନରେ ଲେଖିବା ନାଁ" |
ଆଧାର
[ସମ୍ପାଦନା]- ↑ "ଫେରିଲେ ବିରଞ୍ଚି". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆ' ଜହ୍ନରେ ଲେଖିବା ନାଁ