ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୩,୩୪୬ |
ଜିଲ୍ଲା: | ବାଲେଶ୍ୱର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଭଦ୍ରକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଶିମୂଳିଆ (କ୍ରମିକ ସଂଖ୍ୟା: ୪୨) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଶିମୂଳିଆ ବ୍ଳକ ଓ ଖଇରା ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କଠାରୁ ୭୯୩୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପର୍ଶୁରାମ ପାଣିଗ୍ରାହୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କଠାରୁ ୧୦,୯୨୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଶିମୂଳିଆ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପର୍ଶୁରାମ ପାଣିଗ୍ରାହୀ | ୬୩,୪୭୯ | ୪୭.୮୭ | - | |
କଂଗ୍ରେସ | ପଦ୍ମଲୋଚନ ପଣ୍ଡା | ୫୨,୫୫୨ | ୩୯.୬୩ | - | |
ସ୍ୱାଧୀନ | ମହେନ୍ଦ୍ର ପ୍ରସାଦ ଜେନା | ୮,୦୪୭ | ୬.୦୭ | - | |
ଭାଜପା | ତନୁଜା ପଣ୍ଡା | ୫,୦୨୩ | ୩.୭୯ | - | |
ବସପା | ଗୋପାଳ କୃଷ୍ଣ ଦାସ | ୧,୯୬୯ | ୧.୪୮ | - | |
ସପା | ମମତାଞ୍ଜଳୀ ତ୍ରିପାଠୀ | ୧,୦୧୯ | ୦.୭୭ | - | |
ସମୃଦ୍ଧ ଓଡ଼ିଶା | ରବିନ୍ଦ୍ର କୁମାର ମହାନ୍ତି | ୫୦୬ | ୦.୩୮ | - | |
ଭୋଟ ବ୍ୟବଧାନ | ୧୦,୯୨୭ | ୮.୨୪* | - | ||
ମତଦାନ ହାର | ୧,୩୨,୬୧୮ | ୬୭.୫୬ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୬୧ରୁ ୨୦୦୯ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: (୧୬): ପଦ୍ମ ଲୋଚନ ପଣ୍ଡା (ବିଜେପି)
- ୨୦୧୯: ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ବିଜଦ)
- ୨୦୧୪: ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ବିଜଦ)
- ୨୦୦୯: (୪୨): ପର୍ଶୁରାମ ପାଣିଗ୍ରାହୀ (ବିଜଦ)
- ୨୦୦୪: (୧୬): ପଦ୍ମ ଲୋଚନ ପଣ୍ଡା (କଂଗ୍ରେସ)
- ୨୦୦୦: (୧୬): ପର୍ଶୁରାମ ପାଣିଗ୍ରାହୀ (ବିଜଦ)
- ୧୯୯୫: (୧୬): ପଦ୍ମ ଲୋଚନ ପଣ୍ଡା (କଂଗ୍ରେସ)
- ୧୯୯୦: (୧୬): ପର୍ଶୁରାମ ପାଣିଗ୍ରାହୀ (ଜନତା ଦଳ)
- ୧୯୮୫: (୧୬): ପଦ୍ମ ଲୋଚନ ପଣ୍ଡା (କଂଗ୍ରେସ)
- ୧୯୮୦: (୧୬): ପର୍ଶୁରାମ ପାଣିଗ୍ରାହୀ (ଜନତା ପାର୍ଟି)
- ୧୯୭୭: (୧୬): ଗୋପିନାଥ ଦାସ (ଜନତା)
- ୧୯୭୪: (୧୬): ଶୈଳେନ ମହାପାତ୍ର (କଂଗ୍ରେସ)
- ୧୯୭୧: (୧୭): ଚିନ୍ତାମଣି ଜେନା (କମ୍ୟୁନିଷ୍ଟ)
- ୧୯୬୭: (୧୭): ଉତ୍ସବ ଚରଣ ଜେନା (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୧: (୧୨୫): ଭଗୀରଥ ଦାସ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Simulia Assembly Election 2009, Orissa". empoweringindia.org. Archived from the original on 13 January 2017. Retrieved 7 June 2013.
Constituency: Simulia (42) District : Balasore
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
10927
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 16-Simulia Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf