Jump to content

କଥାନ୍ତର

ଉଇକିପିଡ଼ିଆ‌ରୁ
କଥାନ୍ତର
ନିର୍ଦ୍ଦେଶକହିମାଂଶୁ ଖଟୁଆ
ପ୍ରଯୋଜକଇତି ସାମନ୍ତ
କାହାଣୀହିମାଂଶୁ ଖଟୁଆ
କଳାକାରଅନୁ ଚୌଧୁରୀ
ବେଦପ୍ରସାଦ ଦାସ
ଭାସ୍ୱତୀ ବସୁ
ଚୌଧୁରୀ ଜୟପ୍ରକାଶ ଦାସ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣସମୀର ମହାଜନ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୦୦୬
ଦେଶ ଭାରତ
ଭାଷାଓଡ଼ିଆ

କଥାନ୍ତର, ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଇତି ସାମନ୍ତ । ହିମାଂଶୁ ଖଟୁଆ ଏହି କଥାଚିତ୍ରଟି କାହାଣୀ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[][][] ମହାବାତ୍ୟାର ପୃଷ୍ଟଭୂମିକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରା ଯାଇଥିଲା ।[]

ଅଭିନୟ

[ସମ୍ପାଦନା]

ଗୀତ ଓ ସଙ୍ଗୀତ

[ସମ୍ପାଦନା]

ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ ।

  1. "Big screen Big dreams - Times of India". The Times of India. 13 December 2012. Retrieved 27 August 2018.
  2. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
  3. http://www.telegraphindia.com/1140831/jsp/frontpage/story_18753722.jsp#.VqDIek8wDSg
  4. "Odisha Diary-Fuelling Odisha's Future|Latest Odisha news, Top Breaking headlines, Odisha breaking news, Odisha Headlines, Odisha latest online news". OdishaDiary. Archived from the original on 2016-03-05. Retrieved 2016-01-21.
  5. http://www.newindianexpress.com/education/edex/article1493763.ece[permanent dead link]
  6. Hyderabad International Film Festival, 23-29 March 2007. Hyderabad International Film Festival. 2007.

ବାହାର ଆଧାର

[ସମ୍ପାଦନା]