ଲାଟ୍ ସାହେବ

ଉଇକିପିଡ଼ିଆ‌ରୁ
ଲାଟ୍ ସାହେବ
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକଶୁଭକାନ୍ତ ସାହୁ
ସଂଳାପନାରାୟଣ ସାହୁ
ଚିତ୍ରନାଟ୍ୟବସନ୍ତ ସାହୁ
କାହାଣୀବସନ୍ତ ସାହୁ
କଳାକାରମିହିର ଦାସ, କୁନା ତ୍ରିପାଠୀ, ସୁରେଶ ବଳ, ଦେବୁ ବୋଷ, ପଙ୍କି ପ୍ରଧାନ, ବାଦଲ ମହାନ୍ତି
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଦିଲୀପ ରାୟ
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୪ ଜାନୁଆରୀ ୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

ଲାଟ୍ ସାହେବ, ୧୯୯୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭକାନ୍ତ ସାହୁ । ଏହି କଥାଚିତ୍ର ସଂଳାପ ରଚନା କରିଥିଲେ ନାରାୟଣ ସାହୁ । ବସନ୍ତ ସାହୁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ମିହିର ଦାସ, କୁନା ତ୍ରିପାଠୀ, ସୁରେଶ ବଳ, ଦେବୁ ବୋଷ, ପଙ୍କି ପ୍ରଧାନ, ବାଦଲ ମହାନ୍ତି, ସ୍ନିଗ୍ଧା ମହାନ୍ତି, ଅର୍ପିତା ମୁଖାର୍ଜୀ, ଶୋଭନ ଦାସ, ସରୋଜ ଦାସ, ସୁରଜ କୁମାର, ପ୍ରଭାତି ସାହୁ, ସୁବ୍ରତ ସାମନ୍ତରାୟ, ସ୍ମିତା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.

ବାହାର ଆଧାର[ସମ୍ପାଦନା]