ଡନ୍ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଡନ୍ (ଓଡ଼ିଆ କଥାଚିତ୍ର)
ନିର୍ଦ୍ଦେଶକସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକସଞ୍ଜୟ ନାୟକ
ବିନୟ ନାୟକ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟରଣଜିତ ପଟ୍ଟନାୟକ
କଳାକାରଅନୁଭବ ମହାନ୍ତି
ଲଭ୍‌ଲି
ବ‌ବି ମିଶ୍ର
ଦେବଯାନୀ
ସିଦ୍ଧାନ୍ତ ମହାପାତ୍ର
ଅରୋସ୍ମିତା
ବିଜୟ ମହାନ୍ତି
ଉତ୍ତମ ମହାନ୍ତି
ସଙ୍ଗୀତଶାନ୍ତିରାଜ ଖୋସ୍‌ଲା
ସ୍ୱରୂପ ନାୟକ
ଚିତ୍ରଗ୍ରହଣରମେଶ ବାବୁ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୫ ଜାନୁଆରୀ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଡନ୍, ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ ନାୟକ ଏବଂ ବିନୟ ନାୟକ ।[୧] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ସୁଧାଂଶୁ ମୋହ‌ନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା ଏବଂ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଲଭ୍‌ଲି ।[୧] ବ‌ବି ମିଶ୍ର, ଦେବଯାନୀ, ସିଦ୍ଧାନ୍ତ ମହାପାତ୍ର, ଅରୋସ୍ମିତା, ଇଲୁ ବାନାର୍ଜୀ, ଦେବୁ ବୋଷ, ଅନିତା ଦାସ, ଗ୍ଲୋରିଆ ମହାନ୍ତି, ବିନାୟକ ମିଶ୍ର, ସାତ୍ୟକି ମିଶ୍ର, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ସୁଧାଂଶୁ ମୋହ‌ନ ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]

ଏହି କଥାଚିତ୍ରଟିର ସେତେଟା ସଫଳ ହୋଇନଥିଲା ଏବଂ ବ୍ୟବସାୟିକ କ୍ଷତି ହୋଇଥିଲା ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସ୍‌ଲା ଏବଂ ସ୍ୱରୂପ ନାୟକ । ନିଜାମ୍ ଏବଂ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅନୁଭବ ମହାନ୍ତି ଏହି କଥାଚିତ୍ରଟିର ଗୋଟିଏ ଗୀତରେ ନିଜେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୁ ତୁ ତୁ ଖାଲି ତୁ" 
2."ତୋ ଆଖିରେ ଥିଲା କି" 
3."ଖୁସି ଲୋ ଖୁସି" 
4."ଆଇ ଏମ୍ ଦ ଡନ୍" 
5."ଚୁମା" 
6."ଛାତି ଟା ତୋ ଟାଣୁଆ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "ରିଲିଜ୍‌ ପୂର୍ବରୁ କାହିଁକି ଚର୍ଚ୍ଚାରେ ଥିଲା ଓଡ଼ିଆ ସିନେମା 'ଡନ୍‌' ?". sambad.in. 10 February 2018. Retrieved 17 February 2018.
  2. "ହିନ୍ଦୀରେ ସୁପରହିଟ୍‌, କିନ୍ତୁ ଓଡ଼ିଆରେ ଫ୍ଲପ୍‌ ହୋଇଥିଲା ଏହି ଟାଇଟଲରେ ତିଆରି ହୋଇଥିବା ସିନେମା". Sambad. 10 January 2019. Archived from the original on 12 January 2019. Retrieved 11 January 2019.
  3. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
  4. "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
  5. "ପୁଣି ଭିନ୍ନ ଧରଣର ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ". Sambad. 21 May 2023. Archived from the original on 18 September 2023. Retrieved 18 September 2023.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଡନ୍