ଗୋଟେ ଶୁଆ ଗୋଟେ ଶାରୀ
ଗୋଟେ ଶୁଆ ଗୋଟେ ଶାରୀ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ନିରଞ୍ଜନ ରଣା |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ମୃତ୍ୟୁଞ୍ଜୟ ସାହୁ |
କାହାଣୀ | ଗୀତାଞ୍ଜଳୀ ରଣା |
କଳାକାର | ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ମୀନକେତନ ସଲିଲ ମିତ୍ର ପ୍ରଜ୍ଞା ଖଟୁଆ |
ସଙ୍ଗୀତ | ପ୍ରେମ ଆନନ୍ଦ ରବିନାରାୟଣ ନନ୍ଦ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୨ ଫେବୃଆରୀ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଗୋଟେ ଶୁଆ ଗୋଟେ ଶାରୀ, ୨୦୧୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା ।[୧] ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୩] ମା ତାରିଣୀ ଫିଲ୍ମ ପ୍ରଡକ୍ସନ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ଏହି ବ୍ୟାନନର ଷଷ୍ଠ ଚଳଚ୍ଚିତ୍ର ଥିଲା ଗୋଟେ ଶୁଆ ଗୋଟେ ଶାରୀ ।[୪] ଏହି ଚଳଚ୍ଚିତ୍ରରର କାହାଣୀ ଲେଖିଥିଲେ ଗୀତାଞ୍ଜଳୀ ରଣା ଏବଂ ସଂଳାପ ଲେଖିଥିଲେ ନିର୍ମଳ ନାୟକ । ପ୍ରେମ ଆନନ୍ଦ ଏବଂ ରବିନାରାୟଣ ନନ୍ଦ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅରୁଣ ମନ୍ତ୍ରୀ ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ଉଦିତ ନାରାୟଣ, ଇରା ମହାନ୍ତି, ହ୍ୟୁମାନ ସାଗର ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୫]
ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅନୁଭବ ଏବଂ ନାୟିକା ବର୍ଷା ପ୍ରିୟଦର୍ଶିନୀ ।[୬] ସଲିଲ ମିତ୍ର, ପ୍ରଜ୍ଞା ଖଟୁଆ ଆଦି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି
- ବର୍ଷା ପ୍ରିୟଦର୍ଶିନୀ[୭]
- ମୀନକେତନ
- ସଲିଲ ମିତ୍ର
- ପ୍ରଜ୍ଞା ଖଟୁଆ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ଗୀତିକାର ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ, ସୁବ୍ରତ ସ୍ୱାଇଁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୮] ଓ ରବିନାରାୟଣ ନନ୍ଦ । ଉଦିତ ନାରାୟଣ, ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ କୁମାର ବାପି ପ୍ରମୁଖ କଣ୍ଠଶିଳ୍ପୀ ଗଣ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୫]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଗୋଟେ ଶୁଆ ଗୋଟେ ଶାରୀ" | ୦୪:୩୪ | |
2. | "ଟିକେ ଚଗଲା ଟିକେ ରଙ୍ଗିଲା" | ଇରା ମହନ୍ତି | ୦୫:୦୭ |
3. | "ହାଏରେ ହାଏ ହାଏ" | ୦୪:୫୬ | |
4. | "ଆଜି କାଇଁ ମୋତେ ରେ" | ୦୨:୨୬ | |
5. | "ଆ'ରେ ଆ'ରେ" | ଇରା ମହାନ୍ତି | ୦୪:୦୨ |
ଆଧାର
[ସମ୍ପାଦନା]- ↑ "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 23 June 2019. Retrieved 16 January 2019.
- ↑ "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.
{{cite web}}
: CS1 maint: unrecognized language (link) - ↑ "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
- ↑ "Gote Sua Gote Sari (ଗୋଟେ ଶୁଆ ଗୋଟେ ଶାରୀ) - 2016 Romantic Drama Odia Film". Odia Portal. Retrieved 28 July 2017.
- ↑ ୫.୦ ୫.୧ "Gote Shua Gote Shari". Odia Movie Database. Archived from the original on 31 July 2017. Retrieved 28 July 2017.
- ↑ "ବର୍ଷାଙ୍କ ସହ କେବଳ ଗୋଟିଏରେ ଅନୁଭବ". ସମ୍ବାଦ. 22 December 2016. Archived from the original on 31 July 2017. Retrieved 28 July 2017.
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
- ↑ "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୋଟେ ଶୁଆ ଗୋଟେ ଶାରୀ