Jump to content

"ଖାସ୍ ତୁମରି ପାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧୨ କ ଧାଡ଼ି: ୧୨ କ ଧାଡ଼ି:
| based on =
| based on =
| narrator =
| narrator =
| starring = [[ଦୁଷ୍ମନ୍ତ ପଣ୍ଡା]], [[ଦେବଯାନୀ]], [[ପିଙ୍କି ପ୍ରଧାନ]], ଜର୍ଜ ତିଆଡ଼ି, [[ଦେବୁ ବୋଷ]]
| starring = [[ଦୁଷ୍ମନ୍ତ ପଣ୍ଡା]], [[ଦେବଯାନୀ]], [[ପିଙ୍କି ପ୍ରିୟଦର୍ଶିନୀ]], ଜର୍ଜ ତିଆଡ଼ି, [[ଦେବୁ ବୋଷ]]
| music = ବିଦ୍ୟୁତ ରଏ
| music = ବିଦ୍ୟୁତ ରଏ
| cinematography =
| cinematography =
୨୮ କ ଧାଡ଼ି: ୨୮ କ ଧାଡ଼ି:
'''ଖାସ୍ ତୁମରି ପାଇଁ''', ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୁଶାନ୍ତ ରଥ । ଚିନ୍ମୟ ଦାସ ପଟ୍ଟନାୟ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୁଶାନ୍ତ ରଥ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିଦ୍ୟୁତ ରଏ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମନୋଜ ମହ‌ନ୍ତ, ନିର୍ମଳ ନାୟକ, ପଞ୍ଚାନନ ନାୟକ ଆଦି ଗୀତିକାର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ପମି, ତପୁ ମିଶ୍ର, ଗୌତମ ଗିରି ଆଦି କଣ୍ଠଶିଳ୍ପୀ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
'''ଖାସ୍ ତୁମରି ପାଇଁ''', ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୁଶାନ୍ତ ରଥ । ଚିନ୍ମୟ ଦାସ ପଟ୍ଟନାୟ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୁଶାନ୍ତ ରଥ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିଦ୍ୟୁତ ରଏ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମନୋଜ ମହ‌ନ୍ତ, ନିର୍ମଳ ନାୟକ, ପଞ୍ଚାନନ ନାୟକ ଆଦି ଗୀତିକାର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ପମି, ତପୁ ମିଶ୍ର, ଗୌତମ ଗିରି ଆଦି କଣ୍ଠଶିଳ୍ପୀ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।


ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ଦୁଷ୍ମନ୍ତ ପଣ୍ଡା]] ଏବଂ [[ଦେବଯାନୀ]] [[ପିଙ୍କି ପ୍ରଧାନ]], ଜର୍ଜ ତିଆଡ଼ି, [[ଦେବୁ ବୋଷ]], ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ଦୁଷ୍ମନ୍ତ ପଣ୍ଡା]]<ref>{{cite news|title=ଓଲିଉଡର ତିନି ଟପ୍‌ ନାୟିକାଙ୍କ ନାୟକ ହୋଇଛନ୍ତି ଦୁଷ୍ମନ୍ତ|url=http://sambad.in/news/entertainment/ollywood-actor-dushmant-acted-with-top-three-heroines/66939.html|accessdate=6 September 2017|newspaper=ସମ୍ୱାଦ|date=25 July 2017}}</ref>, [[ଦେବଯାନୀ]]<ref>{{cite news|title=ଦେବଯାନୀ ଙ୍କ ନୂଆ ଓଡିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦା କୁ ଆସୁଛି|url=http://enewsodia.com/debjani-new-odia-movie/|accessdate=6 September 2017|newspaper=E News ଓଡ଼ିଆ|date=12 July 2017}}</ref> ଏବଂ [[ପିଙ୍କି ପ୍ରିୟଦର୍ଶିନୀ]]<ref>{{cite news|title=ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !|url=http://sambad.in/news/entertainment/pinky-priyadarshini-not-in-new-movie/72995.html|accessdate=6 September 2017|newspaper=ସମ୍ବାଦ|date=26 August 2017}}</ref><ref>{{cite news|title=ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ|url=http://sambad.in/news/entertainment/pinky-pridarshini-with-these-heroes/66031.html|accessdate=6 September 2017|newspaper=ସମ୍ବାଦ|date=20 July 2017}}</ref> । ଜର୍ଜ ତିଆଡ଼ି, [[ଦେବୁ ବୋଷ]], ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।


==ଅଭିନୟ==
==ଅଭିନୟ==
* [[ଦୁଷ୍ମନ୍ତ ପଣ୍ଡା]]
* [[ଦୁଷ୍ମନ୍ତ ପଣ୍ଡା]]
* [[ଦେବଯାନୀ]]
* [[ଦେବଯାନୀ]]
* [[ପିଙ୍କି ପ୍ରଧାନ]]
* [[ପିଙ୍କି ପ୍ରିୟଦର୍ଶିନୀ]]
* [[ଜର୍ଜ ତିଆଡ଼ି]]
* [[ଜର୍ଜ ତିଆଡ଼ି]]
* [[ଦେବୁ ବୋଷ]]
* [[ଦେବୁ ବୋଷ]]

୨୨:୦୨, ୬ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଖାସ୍ ତୁମରି ପାଇଁ
ନିର୍ଦ୍ଦେଶକସୁଶାନ୍ତ ରଥ
ପ୍ରଯୋଜକସୁଶାନ୍ତ ରଥ
ସଂଳାପ(ସଂଳାପ): ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଚିନ୍ମୟ ଦାସ ପଟ୍ଟନାୟକ
କାହାଣୀଚିନ୍ମୟ ଦାସ ପଟ୍ଟନାୟକ
କଳାକାରଦୁଷ୍ମନ୍ତ ପଣ୍ଡା, ଦେବଯାନୀ, ପିଙ୍କି ପ୍ରିୟଦର୍ଶିନୀ, ଜର୍ଜ ତିଆଡ଼ି, ଦେବୁ ବୋଷ
ସଙ୍ଗୀତବିଦ୍ୟୁତ ରଏ
ସମ୍ପାଦକରାଜେଶ ଦାସ
ମୁକ୍ତିଲାଭ ତାରିଖ
୨୭ ଫେବୃଆରୀ ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ଖାସ୍ ତୁମରି ପାଇଁ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୁଶାନ୍ତ ରଥ । ଚିନ୍ମୟ ଦାସ ପଟ୍ଟନାୟ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୁଶାନ୍ତ ରଥ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିଦ୍ୟୁତ ରଏ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମନୋଜ ମହ‌ନ୍ତ, ନିର୍ମଳ ନାୟକ, ପଞ୍ଚାନନ ନାୟକ ଆଦି ଗୀତିକାର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ପମି, ତପୁ ମିଶ୍ର, ଗୌତମ ଗିରି ଆଦି କଣ୍ଠଶିଳ୍ପୀ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୁଷ୍ମନ୍ତ ପଣ୍ଡା[], ଦେବଯାନୀ[] ଏବଂ ପିଙ୍କି ପ୍ରିୟଦର୍ଶିନୀ[][] । ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ ରଏ । ମନୋଜ ମହ‌ନ୍ତ, ନିର୍ମଳ ନାୟକ, ପଞ୍ଚାନନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ପମି, ତପୁ ମିଶ୍ର, ଗୌତମ ଗିରି ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ ଗୀତଗୁଡ଼ିକ ଗାଇଥିଲେ ।

ଗୀତ

କ୍ରମଗୀତସମୟ
1."ନୀଳ ପରି ସ୍ୱପ୍ନ" 
2."ଆଜିର ଏଇ ସୁନେଲୀ" 
3."ଛାତ ଉପରେ ଶୋଇଥିଲି" 
4."ମୋ ଆଖିରେ ତ" 
5."ଖାସ ତୁମରି ପାଇଁ" 

ଆଧାର

  1. "ଓଲିଉଡର ତିନି ଟପ୍‌ ନାୟିକାଙ୍କ ନାୟକ ହୋଇଛନ୍ତି ଦୁଷ୍ମନ୍ତ". ସମ୍ୱାଦ. 25 July 2017. Retrieved 6 September 2017.
  2. "ଦେବଯାନୀ ଙ୍କ ନୂଆ ଓଡିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦା କୁ ଆସୁଛି". E News ଓଡ଼ିଆ. 12 July 2017. Retrieved 6 September 2017.
  3. "ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". ସମ୍ବାଦ. 26 August 2017. Retrieved 6 September 2017.
  4. "ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Retrieved 6 September 2017.

ବାହାର ଆଧାର