"ଦେଲେ ଧରା କଥା ସରେ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
No edit summary |
||
୨୮ କ ଧାଡ଼ି: | ୨୮ କ ଧାଡ଼ି: | ||
'''ଦେଲେ ଧରା କଥା ସରେ''', ୨୦୧୬ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପଙ୍କଜ ରାଉତ ଏବଂ ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ଶ୍ରୈଳେନ୍ଦ୍ର ମିଶ୍ର ।<ref name="Babi">{{cite news|title=ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଦେଲେ ଧରା କଥା ସରେ|url=http://muodiatv.blogspot.in/2016/11/blog-post_9.html|accessdate=26 July 2017|newspaper=Mu Odia TV|date=9 November 2016}}</ref> ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ଏବଂ ଗୀତ ରଚନ କରିଥିଲେ ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ ।<ref name="Dele Dhara Katha Sare">{{cite web|title=Dele Dhara Katha Sare|url=http://www.odiamoviedatabase.com/2016/11/dele-dhara-katha-sare.html|publisher=Odia Movie Database|accessdate=26 July 2017}}</ref> |
'''ଦେଲେ ଧରା କଥା ସରେ''', ୨୦୧୬ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପଙ୍କଜ ରାଉତ ଏବଂ ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ଶ୍ରୈଳେନ୍ଦ୍ର ମିଶ୍ର ।<ref name="Babi">{{cite news|title=ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଦେଲେ ଧରା କଥା ସରେ|url=http://muodiatv.blogspot.in/2016/11/blog-post_9.html|accessdate=26 July 2017|newspaper=Mu Odia TV|date=9 November 2016}}</ref> ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ଏବଂ ଗୀତ ରଚନ କରିଥିଲେ ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ ।<ref name="Dele Dhara Katha Sare">{{cite web|title=Dele Dhara Katha Sare|url=http://www.odiamoviedatabase.com/2016/11/dele-dhara-katha-sare.html|publisher=Odia Movie Database|accessdate=26 July 2017}}</ref> |
||
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଜ୍ୟୋତିରଞ୍ଜନ ଏବଂ ନାୟିକା ମାଳବିକା ବାନାର୍ଜୀ ।<ref name="DeleDharaKathaSare"/> [[ଅଜିତ ଦାସ]], [[ମହାଶ୍ୱେତା ରାୟ]], [[ମୀନକେତନ]], [[ବବି ମିଶ୍ର]], ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ବବି ମିଶ୍ର ଦୀର୍ଘ ୪ ବର୍ଷ ପରେ ଏହି ଚଳଚ୍ଚିତ୍ର ଜରିଆରେ ପୁଣିଥରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।।<ref name="Babi"/> ଚଳଚ୍ଚିତ୍ରଟି ୧୧ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।<ref name="ଦେଲେ ଧରା କଥା ସରେ">{{cite news|title=୧୧ରେ ‘ଦେଲେ ଧରା କଥା ସରେ’|url=http://www.sambad.in/news/entertainment/dele-dhara-katha-sare-on-11th/15181.html|accessdate=26 July 2017|newspaper=ସମ୍ବାଦ|date=6 November 2016}}</ref> |
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଜ୍ୟୋତିରଞ୍ଜନ<ref>{{cite news|title=ଝିଲିକ୍ ଓ ଜ୍ୟୋତି ରଞ୍ଜନ ଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'|url=https://enewsodia.com/jhilik-jyoti-odia-movie-tu-mo-hero/|accessdate=26 July 2017|newspaper=E News ଓଡ଼ିଆ|date=19 July 2017}}</ref> ଏବଂ ନାୟିକା ମାଳବିକା ବାନାର୍ଜୀ ।<ref name="DeleDharaKathaSare"/> [[ଅଜିତ ଦାସ]], [[ମହାଶ୍ୱେତା ରାୟ]], [[ମୀନକେତନ]]<ref>{{cite news|title=ମୀନକେତନଙ୍କୁ ପୁଣି ଦେଖିବେ ବଡ଼ ପରଦାରେ|url=www.timesofodisha.com/?p=5117|accessdate=26 July 2017|newspaper=Times of Odisha|date=8 July 2017}}</ref>, [[ବବି ମିଶ୍ର]]<ref>{{cite news|title=ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର|url=http://odishatime.com/odiya/%E0%AC%A8%E0%AC%BF%E0%AC%9C-%E0%AC%87%E0%AC%9A%E0%AD%8D%E0%AC%9B%E0%AC%BE%E0%AC%B0%E0%AD%87-%E0%AC%85%E0%AC%AD%E0%AC%BF%E0%AC%A8%E0%AD%9F-%E0%AC%95%E0%AD%8D%E0%AC%B7%E0%AD%87%E0%AC%A4%E0%AD%8D/|accessdate=26 July 2017|newspaper=ଓଡ଼ିଶା ଟାଇମ୍|date=17 ସେପ୍ଟେମ୍ବର 2016}}</ref>, ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ବବି ମିଶ୍ର ଦୀର୍ଘ ୪ ବର୍ଷ ପରେ ଏହି ଚଳଚ୍ଚିତ୍ର ଜରିଆରେ ପୁଣିଥରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।।<ref name="Babi"/> ଚଳଚ୍ଚିତ୍ରଟି ୧୧ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।<ref name="ଦେଲେ ଧରା କଥା ସରେ">{{cite news|title=୧୧ରେ ‘ଦେଲେ ଧରା କଥା ସରେ’|url=http://www.sambad.in/news/entertainment/dele-dhara-katha-sare-on-11th/15181.html|accessdate=26 July 2017|newspaper=ସମ୍ବାଦ|date=6 November 2016}}</ref> |
||
==ଅଭିନୟ== |
==ଅଭିନୟ== |
୧୨:୧୨, ୨୬ ଜୁଲାଇ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଦେଲେ ଧରା କଥା ସରେ | |
---|---|
ନିର୍ଦ୍ଦେଶକ | ଶ୍ରୈଳେନ୍ଦ୍ର ମିଶ୍ର |
ପ୍ରଯୋଜକ | ପଙ୍କଜ ରାଉତ |
ସଂଳାପ | (ସଂଳାପ): ଡଃ ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଶୈଳେନ୍ଦ୍ର ମିଶ୍ର |
କାହାଣୀ | ଡଃ ରଜନୀ ରଞ୍ଜନ[୧] |
କଳାକାର | ଜ୍ୟୋତି ରଞ୍ଜନ, ମାଳବିକା ବାନାର୍ଜୀ, ଅଜିତ ଦାସ, ମହାଶ୍ୱେତା ରାୟ, ମୀନକେତନ, ବବି ମିଶ୍ର |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୧୧ ନଭେମ୍ବର ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦେଲେ ଧରା କଥା ସରେ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପଙ୍କଜ ରାଉତ ଏବଂ ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ଶ୍ରୈଳେନ୍ଦ୍ର ମିଶ୍ର ।[୨] ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ଏବଂ ଗୀତ ରଚନ କରିଥିଲେ ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ ।[୩]
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଜ୍ୟୋତିରଞ୍ଜନ[୪] ଏବଂ ନାୟିକା ମାଳବିକା ବାନାର୍ଜୀ ।[୫] ଅଜିତ ଦାସ, ମହାଶ୍ୱେତା ରାୟ, ମୀନକେତନ[୬], ବବି ମିଶ୍ର[୭], ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ବବି ମିଶ୍ର ଦୀର୍ଘ ୪ ବର୍ଷ ପରେ ଏହି ଚଳଚ୍ଚିତ୍ର ଜରିଆରେ ପୁଣିଥରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।।[୨] ଚଳଚ୍ଚିତ୍ରଟି ୧୧ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
- ଜ୍ୟୋତି ରଞ୍ଜନ
- ମାଳବିକା ବାନାର୍ଜୀ
- ଅଜିତ ଦାସ
- ମହାଶ୍ୱେତା ରାୟ
- ମୀନକେତନ
- ବବି ମିଶ୍ର
- ପୃଥୀରାଜ
- ପ୍ରିୟଙ୍କା ମହାପତ୍ର
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି ଚଳଚ୍ଚିତ୍ରର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ । ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ ଏବଂ ଅରୁଣ ମନ୍ତ୍ରୀ ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ।[୫] ଅସୀମା ପଣ୍ଡା, କୁମାର ବାପି ପ୍ରମୁଖ ଏହି ଚଳଚ୍ଚିତ୍ରର କଣ୍ଠଦାନ କରିଥିଲେ ।
ଗୀତ
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଦେଲେ ଧରା କଥା ସରେ" | କୁମାର ବାପି, ଅସୀମା ପଣ୍ଡା | |
2. | "ଟୁନ୍ ଟୁନ୍ ଟୁନା ଟୁନା" | ||
3. | "ଟୁପୁରୁ ଟୁପୁରୁ ପଡ଼େ" | ||
4. | "ତୋ ଭିତରେ ମୁଁ" | ||
5. | "ତେରା ଇସ୍କ ବଡ଼ ବେଇମାନ ହୈ" | ||
6. | "ଆରେ ସାଥୀ ଆ" | କୁମାର ବାପି, ଅସୀମା ପଣ୍ଡା |
ଆଧାର
- ↑ ୧.୦ ୧.୧ "୧୧ରେ 'ଦେଲେ ଧରା କଥା ସରେ'". ସମ୍ବାଦ. 6 November 2016. Retrieved 26 July 2017.
- ↑ ୨.୦ ୨.୧ "ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଦେଲେ ଧରା କଥା ସରେ". Mu Odia TV. 9 November 2016. Retrieved 26 July 2017.
- ↑ "Dele Dhara Katha Sare". Odia Movie Database. Retrieved 26 July 2017.
- ↑ "ଝିଲିକ୍ ଓ ଜ୍ୟୋତି ରଞ୍ଜନ ଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News ଓଡ଼ିଆ. 19 July 2017. Retrieved 26 July 2017.
- ↑ ୫.୦ ୫.୧ "ଦେଲେ ଧରା କଥା ସରେ". କନକ ନ୍ୟୁଜ. 26 April 2016. Retrieved 26 July 2017.
- ↑ [www.timesofodisha.com/?p=5117 "ମୀନକେତନଙ୍କୁ ପୁଣି ଦେଖିବେ ବଡ଼ ପରଦାରେ"]. Times of Odisha. 8 July 2017. Retrieved 26 July 2017.
{{cite news}}
: Check|url=
value (help) - ↑ "ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର". ଓଡ଼ିଶା ଟାଇମ୍. 17 ସେପ୍ଟେମ୍ବର 2016. Retrieved 26 July 2017.